ବନ୍ଦ ହେଲା ୫ ଟି ସ୍ଵତନ୍ତ୍ର ଟ୍ରେନ ସେବା: ଜାଣନ୍ତୁ କେବେ ଏବଂ କେଉଁ ଟ୍ରେନ ହେଲା ବାତିଲ

Published: May 4, 2021, 7:40 pm IST

ଭୁବନେଶ୍ଵର: କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଓ ଯାତ୍ରୀ ହୋଇନଥିବାରୁ ୫ ଟି ସ୍ଵତନ୍ତ୍ର ଟ୍ରେନ ସେବାକୁ ବନ୍ଦ କରାଯାଇଛି। ୫ ତାରିଖରୁ ପୁରୀ-ଗୁଣପୁର-ପୁରୀ ସ୍ଵତନ୍ତ୍ର ଟ୍ରେନକୁ ବାତିଲ କରାଯାଇଥିବା ବେଳେ ୬ ତାରିଖରୁ ଗୁଣପୁର-ପୁରୀ ସ୍ଵତନ୍ତ୍ର ଟ୍ରେନକୁ ବନ୍ଦ କରାଯାଇଛି। ସେହିଭଳି ୫ ତାରିଖରୁ ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ଵତନ୍ତ୍ର ଟ୍ରେନର ଚଳାଚଳକୁ ବନ୍ଦ କରାଯାଇଛି। ୫ ତାରିଖରେ ପୁରୀରୁ ଛାଡୁଥିବା ପୁରୀ-ଦୁର୍ଗ ସ୍ଵତନ୍ତ୍ର ଟ୍ରେନ ଓ ଦୁର୍ଗରୁ ଆସୁଥିବା ଦୁର୍ଗ-ପୁରୀ ଟ୍ରେନକୁ ବନ୍ଦ କରାଯାଇଛି।

Related posts