Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନ୍‌ଆଇଏ ନିକଟରେ ହାଜର ହେଲେ ବିଚ୍ଛିନ୍ନତାବାଦୀ ନେତା ମିରଓ୍ବେଜ୍‌ ଫାରୁକ୍‌
ଆଜିର ଖବର

ଏନ୍‌ଆଇଏ ନିକଟରେ ହାଜର ହେଲେ ବିଚ୍ଛିନ୍ନତାବାଦୀ ନେତା ମିରଓ୍ବେଜ୍‌ ଫାରୁକ୍‌

April 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
separist leeder farooq goes to nia office for investigate
separist leeder farooq goes to nia office for investigate

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଅଭିଯୋଗରେ ବିଚ୍ଛିନ୍ନତାବାଦୀ ନେତା ମିରଓ୍ବେଜ୍‌ ଉମର ଫାରୁକ୍‌ ମଙ୍ଗଳବାର ଦିନ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ନିକଟରେ ହାଜର ହୋଇଛନ୍ତି। କ୍ରମାଗତ ଦ୍ବିତୀୟ ଦିନ ପାଇଁ ପଚରାଉଚୁରା ଜାରି ରହିଥିବା ନେଇ ଏନ୍ଆଇଏ ପକ୍ଷରୁ ସୂଚନା ଦିଆଯାଇଛି। ନିଜର ରାଜନୈତିକ ଦଳ ଅଓ୍ବାମୀ ଆକ୍ସନ୍‌ କମିଟି ଏବଂ ହୁରିୟାତ କନଫରେନ୍ସ ପାଇଁ ବିଭିନ୍ନ ଆତଙ୍କୀ ସଙ୍ଗଠନରୁ ଅର୍ଥ ଯୋଗାଡ କରିଥିବାରୁ ଏହି ମାମଲା ରୁଜୁ କରାଯାଇଛି ବୋଲି ଏନ୍‌ଆଇଏ ପକ୍ଷରୁ ପ୍ରକାଶ ପାଇଛି। ଏନ୍‌ଆଇଏ ମୁଖ୍ୟାଳୟରେ ଏହି ପଚରାଉଚୁରା ଜାରି ରହିଛି। ମିରଓ୍ବେଜ୍‌କ ହୁରିୟାତ୍‌ କନ୍‌ଫରେନ୍ସର ମୁଖ୍ୟ ରହିଥିବା ବେଳେ କାଶ୍ମୀର ସମସ୍ୟାର ସମାଧାନ ପାଇ  ୟୁପିଏ ଏବଂ ଏନ୍‌ଡିଏ ସହିତ ଆଲୋଚନା କରିଥିଲେ। ଏନ୍‌ଆଇଏ ପକ୍ଷରୁ ଦାଏର କରାଯାଇଥିବା ମାମଲାରେ ଆତଙ୍କୀ କାର୍ଯ୍ୟରେ ସମ୍ପୃକ୍ତି, ସେନା ଉପରକୁ ପଥର ଫିଙ୍ଗା ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବା ନେଇ ମାମଲା ଦାୟର କରିଛି। ମିରଓ୍ବେଜ୍‌ଙ୍କ ବ୍ୟତିତ ଅନ୍ୟତମ ବିଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହ ଗିଲାନୀଙ୍କ ପୁତ୍ର ନଶୀମ୍‌ ଗିଲାନୀଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି।

 

nia thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ୱରରେ ଦେଶର ପ୍ରଥମ ‘ସ୍ତନ ସ୍ୱୟଂ-ପରୀକ୍ଷଣ’ ବୁଥ୍‌ ଉଦ୍‌ଘାଟିତ

October 16, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ପଞ୍ଚମ ଟି-୨୦ରେ ମିଳିବ ସୁଯୋଗ?

October 16, 2026

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

October 16, 2026

ଆଜି ୱାର୍ଲ୍ଡ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍‌ର ସେମିଫାଇନାଲ୍ ମ୍ୟାଚ: ଜାଣନ୍ତୁ ସମୟ

October 16, 2026
Latest News

ସରପଞ୍ଚ ଓ ନାଏବ ସରପଞ୍ଚଙ୍କୁ ମିଳିବ ସମ୍ମାନ ରାଶି: ମୁଖ୍ୟମନ୍ତ୍ରୀଙ୍କ ୫୬ କୋଟି ମଞ୍ଜୁର

October 16, 2026

ଏମ୍ସ ଭୁବନେଶ୍ୱରରେ ଦେଶର ପ୍ରଥମ ‘ସ୍ତନ ସ୍ୱୟଂ-ପରୀକ୍ଷଣ’ ବୁଥ୍‌ ଉଦ୍‌ଘାଟିତ

October 16, 2026

ଦିଲ୍ଲୀରେ କଡ଼ା ସୁରକ୍ଷା: ପଦଯାତ୍ରା ପୂର୍ବରୁ ଅଭିଜିତ ଦୀପକେ ଅଟକ

October 16, 2026

ଡୋଭାଲଙ୍କ ସମର୍ଥନରେ ବାହାରିଲେ ପୂର୍ବତନ ସୈନିକ: ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରତିବାଦ

October 16, 2026

ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର କୁମାର: ପଞ୍ଚମ ଟି-୨୦ରେ ମିଳିବ ସୁଯୋଗ?

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.