Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲିଜ୍‌ ହେଲା ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଫିଲ୍ମ ‘ଦରବାର୍‌’ର ଫାଷ୍ଟ ଲୁକ୍‌
ଆଜିର ଖବର

ରିଲିଜ୍‌ ହେଲା ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କ ଫିଲ୍ମ ‘ଦରବାର୍‌’ର ଫାଷ୍ଟ ଲୁକ୍‌

April 9, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
release of darbar 1st poster
release of darbar 1st poster

ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ “ଦର୍‌ବାର୍‌”ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ପୂର୍ବରୁ  ଏହି ଫିଲ୍ମର ଥଲାଇବାର୍‌ ୧୬୭” ରଖାଯାଇଥିଲା। ଏ. ଆର୍‌. ମୁରୁଗାଦୋଷ ଏହି ଫିଲ୍ମର ନିଦ୍ଦେର୍ଶନା ଦେଇଛନ୍ତି। ପୋଷ୍ଟରରୁ ଏହି ଫିଲ୍ମରେ ରଜନୀ ପୁଲିସ୍‌ ଭୂମିକାରେ ଅଭିନୟ କରୁଛନ୍ତି ବୋଲି ଜଣାପଡ଼ୁଛି। ପୋଷ୍ଟର୍‌ରେ ରଜନୀକାନ୍ତଙ୍କ ପଛପଟେ ପୁଲିସ୍‌ ବେଲ୍ଟ, ହାତକଡ଼ି, ସନ୍ଧାନୀ କୁକୁର, ବନ୍ଧୁକ, ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ଥିବାର ଦେଖିବାକୁ ମିଳୁଛି। ଏହି ପୋଷ୍ଟରରେ ରଜନୀଙ୍କ ଲୁକ୍‌ ମଧ୍ୟ ଟିକେ ଅଲଗା ରହିଛି। ଏହି ପୋଷ୍ଟରରେ ରଜନୀକାନ୍ତ ଚଷମା ଏବଂ ଦାଢିରଖିଥିବାର ନଜର ଆସିଛନ୍ତି। ରଜନୀକାନ୍ତଙ୍କ ଏହି ଫିଲ୍ମ ୨୦୨୦ରେ ପୋଙ୍ଗଲ୍‌ ପର୍ବ ଅବସରରେ ରିଲିଜ୍‌ ହେବ। ପ୍ରାୟ ୨୫ ବର୍ଷ ପରେ ରଜନୀକାନ୍ତ ପୋଲିସ୍‌ ଚରିତ୍ରରେ ପୁଣିଥରେ ଏହି ଫିଲ୍ମରେ ଅବତୀର୍ଣ୍ଣ ହେବେ। ଏହା ପୂର୍ବରୁ ରଜନୀକାନ୍ତଙ୍କ ଫିଲ୍ମ “ପିଟ୍ଟା” ଏବ “2.0” ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିବା ସହ ଭଲ ରୋଜଗାର କରିଥିଲା।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Share. Facebook Twitter LinkedIn Email WhatsApp Copy Link

Related Posts

ଦୀପାବଳିରେ ମା’ କାଳୀଙ୍କୁ କାହିଁକି ପୂଜା କରାଯାଏ, ଜାଣନ୍ତୁ

October 19, 2025

ଆମେ ଘରେ କଣ ପାଇଁ ଦୀପ ଜାଳୁ, କଣ ରହିଛି ଏହାର ନିୟମ, ଜାଣନ୍ତୁ

October 19, 2025

କାର୍ତ୍ତିକ ମାସରେ ସ୍ଥାପନା କରାଯାଏ ଆକାଶ ଦ୍ବୀପ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

October 19, 2025

ଭାଇଚାରା ବାର୍ତ୍ତା ସହ ଦୀପାବଳିରେ ପ୍ରଥମ ଥର ଓଡ଼ିଶା ପାଳିବ ‘ଗାଁ ଦିବସ’

October 19, 2025
Latest News

ଆମେରିକୀୟ ସାଂସଦଙ୍କ ବିବାଦୀୟ ବିବୃତ୍ତି: ଭାରତୀୟମାନଙ୍କୁ ବାହାର କରିବା ପାଇଁ ଟ୍ରମ୍ଫଙ୍କୁ କଲେ ନିବେଦନ

October 19, 2025

ଦୀପାବଳିରେ ମା’ କାଳୀଙ୍କୁ କାହିଁକି ପୂଜା କରାଯାଏ, ଜାଣନ୍ତୁ

October 19, 2025

ଆମେ ଘରେ କଣ ପାଇଁ ଦୀପ ଜାଳୁ, କଣ ରହିଛି ଏହାର ନିୟମ, ଜାଣନ୍ତୁ

October 19, 2025

କାର୍ତ୍ତିକ ମାସରେ ସ୍ଥାପନା କରାଯାଏ ଆକାଶ ଦ୍ବୀପ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

October 19, 2025

ଭାଇଚାରା ବାର୍ତ୍ତା ସହ ଦୀପାବଳିରେ ପ୍ରଥମ ଥର ଓଡ଼ିଶା ପାଳିବ ‘ଗାଁ ଦିବସ’

October 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.