Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଏମସି ନେଲା ବଡ ପଦକ୍ଷେପ: ଜୁଲାଇ ୧ ଯାଏଁ ଭୁବନେଶ୍ବରରେ ଆଉ ଦୁଇଟି ହାଟକୁ ଦେଲା ବନ୍ଦ ନିର୍ଦ୍ଦେଶ
ଆଜିର ଖବର

ବିଏମସି ନେଲା ବଡ ପଦକ୍ଷେପ: ଜୁଲାଇ ୧ ଯାଏଁ ଭୁବନେଶ୍ବରରେ ଆଉ ଦୁଇଟି ହାଟକୁ ଦେଲା ବନ୍ଦ ନିର୍ଦ୍ଦେଶ

June 26, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କରୋନା କଟକଣା ଉଲ୍ଲଂଘନ ଯୋଗୁଁ ଭୁବନେଶ୍ବର ୟୁନିଟ-୧ ହାଟକୁ ବନ୍ଦ କରିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଥିଲା। କେବଳ ପରିବା ହାଟକୁ ଛାଡି ଅନ୍ୟ ସବୁ ହୋଲସେଲ ଏବଂ ରିଟେଲ ଦୋକାନ ଉପରେ ବିଏମସି କଟକଣା ଜାରି କରିଥିଲା। ୟୁନିତି-୧ ହାଟର ଭିତର ଦୋକାନ ଖୋଲିବା ଉପରେ ପ୍ରତିବନ୍ଧ ଲଗାଯାଇଥିଲା।

ହେଲେ ଆଜି ଆଉ ଦୁଇଟି ହାଟକୁ ବିଏମସି ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ବାପୁଜୀନଗର ମାର୍କେଟ ଏବଂ ୪ ନମ୍ବର ମାଛ ମାର୍କେଟକୁ ବନ୍ଦ ରଖିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। କରୋନା ସଂକ୍ରମଣକୁ ଦେଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି। ତେବେ ଏହି ସମସ୍ତ ହାଟକୁ ଜୁଲାଇ ୧ ତାରିଖ ଯାଏଁ ବନ୍ଦ ରଖିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି।

କରୋନା କଟକଣା ବିଏମସି ୟୁନିଟ-୧ ହାଟ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଆରେ ତ୍ରିକୋଣୀୟ ଲଢ଼େଇର ସଙ୍କେତ! AAP-GFP ମେଣ୍ଟ ବଦଳାଇବ କି ନିର୍ବାଚନୀ ଗଣିତ?

September 14, 2026

LACରେ କମୁଛି ଚୀନ୍ ସେନା ମୁତୟନ! ଭାରତ-ଚୀନ୍ ସୀମାରେ ଉତ୍ତେଜନା ହ୍ରାସର ସଙ୍କେତ, ରିପୋର୍ଟରେ ବଡ଼ ଖୁଲାସା

September 14, 2026

ଗେଙ୍ଗୁଟିରେ ଭାସିଗଲେ ଦମ୍ପତ୍ତି: ସ୍ତ୍ରୀ ଉଦ୍ଧାର, ସ୍ୱାମୀ ନିଖୋଜ

September 14, 2026

ବନ୍ଦ ଘରେ ଭୟଙ୍କର ଅଗ୍ନିକାଣ୍ଡ: ଶୋଇଥିବାବେଳେ ଜୀବନ୍ତ ଜଳିଗଲେ ବାପା, ଅଳ୍ପକେ ବର୍ତ୍ତିଲେ ପୁଅ

September 14, 2026
Latest News

ଗୋଆରେ ତ୍ରିକୋଣୀୟ ଲଢ଼େଇର ସଙ୍କେତ! AAP-GFP ମେଣ୍ଟ ବଦଳାଇବ କି ନିର୍ବାଚନୀ ଗଣିତ?

September 14, 2026

LACରେ କମୁଛି ଚୀନ୍ ସେନା ମୁତୟନ! ଭାରତ-ଚୀନ୍ ସୀମାରେ ଉତ୍ତେଜନା ହ୍ରାସର ସଙ୍କେତ, ରିପୋର୍ଟରେ ବଡ଼ ଖୁଲାସା

September 14, 2026

ଗେଙ୍ଗୁଟିରେ ଭାସିଗଲେ ଦମ୍ପତ୍ତି: ସ୍ତ୍ରୀ ଉଦ୍ଧାର, ସ୍ୱାମୀ ନିଖୋଜ

September 14, 2026

ବନ୍ଦ ଘରେ ଭୟଙ୍କର ଅଗ୍ନିକାଣ୍ଡ: ଶୋଇଥିବାବେଳେ ଜୀବନ୍ତ ଜଳିଗଲେ ବାପା, ଅଳ୍ପକେ ବର୍ତ୍ତିଲେ ପୁଅ

September 14, 2026

ଗଣେଶ ଚତୁର୍ଥୀ: ଜାଣନ୍ତୁ ଗଣେଶ ପୂଜାରେ ଶାନ୍ତ ହୁଅନ୍ତି କେଉଁ ଗ୍ରହ?

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.