Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଅପରାହ୍ନରେ 46 ଜଣ ମନ୍ତ୍ରୀ ନେବେ ଶପଥ, ତାଲିକା ହେଲା ପ୍ରସ୍ତୁତ
ଆଜିର ଖବର

ଆଜି ଅପରାହ୍ନରେ 46 ଜଣ ମନ୍ତ୍ରୀ ନେବେ ଶପଥ, ତାଲିକା ହେଲା ପ୍ରସ୍ତୁତ

July 7, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ଅପରାହ୍ନରେ 46 ଜଣ ମନ୍ତ୍ରୀ ନେବେ ଶପଥ, ତାଲିକା ହେଲା ପ୍ରସ୍ତୁତ

ନୂଆଦିଲ୍ଲୀ, ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ତଥା ଅଦଳବଦଳ କରୁଛନ୍ତି। ଏହି ମନ୍ତ୍ରୀମଣ୍ଡଳର ରୂପରେଖ କିପରି ହେବ ସେ ନେଇ ଚାଲିଛି କଳ୍ପନା ଜଳ୍ପନା।

ତେବେ ବିଶେଷ ସୁତ୍ରର ଖବର ଅନୁସାରେ ଆଜି 46 ଜଣ ମନ୍ତ୍ରୀ ଶପଥ ନେବେ। ଏଥିରେ ନୂଆ ଓ ପୁରୁଣା ରହିଛନ୍ତି। ଯେଉଁମାନେ ବର୍ତ୍ତମାନ ମନ୍ତ୍ରୀ ଅଛନ୍ତି ସେମାନେ କ୍ୟାବିନେଟ ପାହ୍ୟାକୁ ପଦନ୍ନୋତି ପାଇବେ। ସେଥିପାଇଁ ସେମାନଙ୍କୁ ଶପଥ ନେବାକୁ ପଡିବ। ତେବେ ଏହି 46 ଜଣଙ୍କ ମଧ୍ୟରେ କେତେଜଣ ନୂଆ କେତେଜଣ ପୁରୁଣା ତାହା ଜଣାପଡି ନାହିଁ।

କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ
Share. Facebook Twitter LinkedIn Email WhatsApp Copy Link

Related Posts

India-UK Free Trade Update:ଏପ୍ରିଲରେ କାର୍ଯ୍ୟକାରୀ ହୋଇପାରେ ଏହି ଐତିହାସିକ ଚୁକ୍ତିନାମା

February 15, 2026

ପଞ୍ଜାବରେ ବିଜେପିକୁ ବଡ଼ ଝଟକା: ଅକାଳି ଦଳରେ ଯୋଗଦେଲେ ପ୍ରଦେଶ ଉପାଧ୍ୟକ୍ଷ

February 15, 2026

“ଆମେରିକା ବାଣିଜ୍ୟ ଚୁକ୍ତି ନାମରେ ଭାରତୀୟ ଚାଷୀମାନଙ୍କୁ ବିଶ୍ୱାସଘାତକତା କରାଯାଇଛି”: ରାହୁଲ ଗାନ୍ଧୀ

February 15, 2026

ମହାଶିବରାତ୍ରୀ ଉପଲକ୍ଷେ ଚିଲିକାର ବିଭିନ୍ନ ଶୈବପୀଠ ଦର୍ଶନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

February 15, 2026
Latest News

India-UK Free Trade Update:ଏପ୍ରିଲରେ କାର୍ଯ୍ୟକାରୀ ହୋଇପାରେ ଏହି ଐତିହାସିକ ଚୁକ୍ତିନାମା

February 15, 2026

ପଞ୍ଜାବରେ ବିଜେପିକୁ ବଡ଼ ଝଟକା: ଅକାଳି ଦଳରେ ଯୋଗଦେଲେ ପ୍ରଦେଶ ଉପାଧ୍ୟକ୍ଷ

February 15, 2026

“ଆମେରିକା ବାଣିଜ୍ୟ ଚୁକ୍ତି ନାମରେ ଭାରତୀୟ ଚାଷୀମାନଙ୍କୁ ବିଶ୍ୱାସଘାତକତା କରାଯାଇଛି”: ରାହୁଲ ଗାନ୍ଧୀ

February 15, 2026

ମହାଶିବରାତ୍ରୀ ଉପଲକ୍ଷେ ଚିଲିକାର ବିଭିନ୍ନ ଶୈବପୀଠ ଦର୍ଶନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

February 15, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଆମେରିକାର ଦାବିର ଜବାବ ଦେଲେ ଏସ୍. ଜୟଶଙ୍କର

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.