Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ପ୍ରତିପକ୍ଷ କମ୍ପାନୀକୁ ବେଜୋସ୍‌ଙ୍କ ଆହ୍ବାନ
ଆଜିର ଖବର

କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ପ୍ରତିପକ୍ଷ କମ୍ପାନୀକୁ ବେଜୋସ୍‌ଙ୍କ ଆହ୍ବାନ

April 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆମାଜନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ଜେଫ୍‌ ବେଜୋସ୍‌ ପ୍ରତିପକ୍ଷ କମ୍ପାନୀ ମାନଙ୍କୁ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ ପତ୍ର ଲେଖିଛନ୍ତି । ବେଜୋସଙ୍କ ପତ୍ର ମୁତାବକ ନିଜର ପ୍ରତିଦ୍ବନ୍ଦୀ ମାନେ କର୍ମଚାରୀଙ୍କ କମ୍‌ ବେତନ ପ୍ରଦାନ କରୁଛନ୍ତି । ନିକଟରେ ଆମାଜନ୍‌ ଆମେରିକାରେ କାର୍ଯ୍ୟରତ କର୍ମଚାରୀଙ୍କ ବେତନ ଘଣ୍ଟାପ୍ରତି ୧୫ ଡଲାରକୁ ବୃଦ୍ଧି କରିଥିଲା । ଏହି ଅନ୍‌ଲାଇନ୍‌ ରିଟେଲର ପକ୍ଷରୁ ଚିଠିରେ ଲେଖାଯାଇଛି ଆପଣମାନେ କମର୍ଚାରୀଙ୍କ ବେତନ ଘଣ୍ଟାପ୍ରତି ୧୫ ଡଲାର କରନ୍ତୁ କିମ୍ବା ଅଧିକ ବଢାଇ ଆମ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରନ୍ତୁ । ସୂଚନାଯୋଗ୍ୟ ଯେ, ବିଗତ ନଭେମ୍ବରରୁ ଆମାଜନ୍‌ ଏହାର କର୍ମଚାରୀଙ୍କ ପାଉଣା ବୃଦ୍ଧି କରିଛି । ବେଜୋସ୍‌ଙ୍କ ମନ୍ତବ୍ୟ ପରେ ଓ୍ବାଲମାର୍ଟ ପକ୍ଷରୁ ମନ୍ତବ୍ୟ ପ୍ରକାଶ ପାଇଛି ଯେ, ଆମାଜନ୍‌ ପ୍ରଥମେ ସରକାରଙ୍କୁ କର ଦେଉ ଏହାପରେ ଆମେ ପାଉଣା ବଢାଇବୁ । ଉଲ୍ଲେଖଯୋଗ୍ୟ ଯେ, ଆମାଜନ୍‌ ୨୦୧୮ ଆର୍ଥିକ ବର୍ଷରେ ଏକ ପଇସା କର ଦେଇନାହିଁ ଏବଂ ଏଥିରୁ କମ୍ପାନୀକୁ ୧୨୯ ମିଲିୟନ୍‌ ଡଲାରର ଫାଇଦା ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026

ଆଜିର RR ଏବଂ RCB ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ ରିପୋର୍ଟ

April 10, 2026

ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍: ଓଡ଼ିଶା ପୋଲିସ ଦଳକୁ ଶୁଭେଚ୍ଛା ଜଣାଇଲେ ଡିଜିପି

April 10, 2026

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026
Latest News

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026

ଆଜିର RR ଏବଂ RCB ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ ରିପୋର୍ଟ

April 10, 2026

ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍: ଓଡ଼ିଶା ପୋଲିସ ଦଳକୁ ଶୁଭେଚ୍ଛା ଜଣାଇଲେ ଡିଜିପି

April 10, 2026

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.