Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭଗତ ସିଂଙ୍କ ଏକ ନାଟକର ଅଭ୍ୟାସ ବେଳେ ଅଘଟଣ: ଷ୍ଟୁଲରୁ ଖସି ପଡ଼ିବାରୁ ବେକରେ ଲାଗିଗଲା ରଶି, ନାବାଳକ ମୃତ
ଆଜିର ଖବର

ଭଗତ ସିଂଙ୍କ ଏକ ନାଟକର ଅଭ୍ୟାସ ବେଳେ ଅଘଟଣ: ଷ୍ଟୁଲରୁ ଖସି ପଡ଼ିବାରୁ ବେକରେ ଲାଗିଗଲା ରଶି, ନାବାଳକ ମୃତ

July 31, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ; ଅଗଷ୍ଟ ୧୫ ତାରିଖ ଉପଲକ୍ଷେ ଶହୀଦ ଭଗତ ସିଂଙ୍କ ଉପରେ ନାଟକ କରିବା ପାଇଁ ଅଭ୍ୟାସ କରୁଥିବା ଜଣେ ନାବାଳକଙ୍କ ବେକରେ ରଶି ଲାଗି ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ଜନପଦ ବନ୍ଦାୟୁ ଜିଲ୍ଲାର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନ୍ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

କୁନୱାରଗାଓଁ ଥାନା ଅଞ୍ଚଳର ବାବାଟ ନିବାସୀ ଭୁରେ ସିଂଙ୍କ ୧୦ ବର୍ଷର ପୁଅ ଶିବମ ଗୁରୁବାର ଦିନ ଘରେ ଏକୁଟିଆ ଥିଲେ। ଏହା ପରେ ସ୍ଥାନୀୟ ଅଞ୍ଚଳର ଅନ୍ୟ ପିଲାମାନେ ମଧ୍ୟ ତାଙ୍କ ଘରକୁ ଆସିଥିଲେ। ଏବଂ ସ୍ଵାଧୀନତା ଦିବସ ଉପଲକ୍ଷେ ସର୍ଦ୍ଦାର ଭଗତ ସିଂ ନାଟକ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ସେତେବେଳେ ମୃତ ନାବାଳକଙ୍କ ମାଆ ଆରତୀ ଏବଂ ବାପା କ୍ଷେତକୁ କାମ କରିବାକୁ ଯାଇଥିଲେ। ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଉପଲକ୍ଷେ ପିଲାମାନେ ସର୍ଦ୍ଦାର ଭାଗବତ ସିଂଙ୍କ ସହ ଜଡିତ ଏକ ନାଟକର ଅଭ୍ୟାସ କରୁଥିଲେ। ସର୍ଦ୍ଦାର ଭାଗବତ ସିଂ ଭୂମିକାରେ ଶିବମ ଅଭିନୟ କରୁଥିଲେ। ଏହି ସମୟରେ ରଶି ଯୋଗୁଁ ଶିବମ ଜୀବନ ହରାଇଥିଲେ। ଏହି ଘଟଣା ପରେ ପିଲାମାନେ ସାହାଯ୍ୟ ପାଇଁ ନିକଟସ୍ଥ ଲୋକଙ୍କୁ ଡାକିବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଲୋକେ ପହଞ୍ଚିଥିଲେ ମଧ୍ୟ ନାବାଳକଙ୍କ ଜୀବନ ବଞ୍ଚାଇପାରିନଥିଲେ।

ଅଗଷ୍ଟ ୧୫ ତାରିଖ ନାବାଳକ ମୃତ ଶହୀଦ ଭଗତ ସିଂ ସ୍ଵାଧୀନତା ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.