Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହରିୟାଣାରେ ଆପ୍‌ ଓ ଜେଜେପି ମଧ୍ୟରେ ମେଣ୍ଟ, ୭-୩ ଆସନ ବୁଝାମଣା
ଆଜିର ଖବର

ହରିୟାଣାରେ ଆପ୍‌ ଓ ଜେଜେପି ମଧ୍ୟରେ ମେଣ୍ଟ, ୭-୩ ଆସନ ବୁଝାମଣା

April 12, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
aap-jjp alliance in harayana
aap-jjp alliance in harayana

ହରିୟାଣାରେ ଆପ୍‌ ଓ ଜେଜେପି ମଧ୍ୟରେ ମେଣ୍ଟ ହୋଇଯାଇଛି । ଦିଲ୍ଲୀରେ ଆପ୍‌ – କଂଗ୍ରେସ ମେଣ୍ଟ ହୋଇପାରିନଥିବାବେଳେ ହରିୟାଣାରେ କିନ୍ତୁ ଆପ୍‌ ଜନନାୟକ ଜନତା ପାର୍ଟି ସହ ମେଣ୍ଟ କରିଛି । ହରିୟାଣର ୧୦ଟି ଲୋକସଭା ଆସନରେ ଜେଜେପି ୭ଟି ଆସନ ଓ ଆପ୍‌ ୩ଟି ଆସନରେ ନିର୍ବାଚନ ଲଢିବେ ବୋଲି ସୂଚନା ଦେଇଛନ୍ତି । ଆପ୍‌ ନେତା ଗୋପାଲ ରାୟ ଓ ଜେଜେପି ନେତା ଦୁଷ୍ମନ୍ତ ସିଂ ଚୌଟାଲାଙ୍କ ଉପସ୍ଥିତିରେ ଏହା ଘୋଷଣା କରାଯାଇଛି ।  ଗତ କିଛିଦିନ ଧରି ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଥିଲା । ଦିଲ୍ଳୀର ୭ଟି ଲୋକସଭା ଆସନରେ ୪-୩ ସୂତ୍ରରେ ଆସନ ବୁଝାମଣା ନେଇ ରାଜି ହୋଇଥିବାର ଖବର ମଧ୍ୟ ଆସିଥିଲା କିନ୍ତୁ ଆଜି କଂଗ୍ରେସର ମୁଖ୍ୟ ପ୍ରଭାରୀ ପିସି ଚାକୋ ଦିଲ୍ଲୀରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ ବୋଲି ସୂଚନା ଦେଇ ଏହି ମେଣ୍ଟ ଉପରୁ ସମସ୍ତ କଳ୍ପନାର ଅନ୍ତ ଘଟାଇଛନ୍ତି । ତେବେ ଆପ୍‌ ଦିଲ୍ଲୀ ସହ ହରିୟାଣାରେ ମଧ୍ୟ କଂଗ୍ରେସ ସହ ମେଣ୍ଟ କରିବାର ସର୍ତ୍ତ ରଖିଥିଲା । ତେବେ ଏହାକୁ ନେଇ କଂଗ୍ରେସ ଅସହମତି ହୋଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026
Latest News

ଡିଏମକେରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ପନ୍ନିରସେଲଭମ

February 27, 2026

ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ

February 27, 2026

ଆସନ୍ତା ମାର୍ଚ୍ଚ ୫ ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱରାଷ୍ଟ୍ର ଅମିତ୍ ଶାହ

February 27, 2026

ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

February 27, 2026

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

February 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.