Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦ୍ର ସରକାର ପେଗାସସ୍ ଧ୍ୟାନ ଏଡ଼ାଇବାକୁ ଧ୍ୟନଚାନ୍ଦ କାର୍ଡ ଖେଳିବା ଦୁର୍ଭାଗ୍ୟଜନ : ନିରଞ୍ଜନ
ଆଜିର ଖବର

କେନ୍ଦ୍ର ସରକାର ପେଗାସସ୍ ଧ୍ୟାନ ଏଡ଼ାଇବାକୁ ଧ୍ୟନଚାନ୍ଦ କାର୍ଡ ଖେଳିବା ଦୁର୍ଭାଗ୍ୟଜନ : ନିରଞ୍ଜନ

August 6, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଧ୍ୟାନ ଏଡ଼ାଇବାକୁ ଧ୍ୟନଚାନ୍ଦ କାର୍ଡ ଖେଳିବା ଦୁର୍ଭାଗ୍ୟଜନ : ନିରଞ୍ଜନ

ଭୁବନେଶ୍ୱର, କେନ୍ଦ୍ର ସରକାର ପେଗାସସ୍ କେଳେଙ୍କାରୀରୁ ଦୃଷ୍ଟି ଏଡ଼ାଇବା ଲକ୍ଷ୍ୟରେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରର ପୁନଃନାମକରଣ ନିଷ୍ପତି ନେଇଛନ୍ତି ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାରୁ ନୁହେଁ ରାଜୀବ ଗାନ୍ଧୀଙ୍କ ପ୍ରତି ଅଶ୍ରଦ୍ଧାରୁ ଏହି ନିଷ୍ପତି ।

ପ୍ରଧାନମନ୍ତ୍ରୀ କିମ୍ବଦନ୍ତୀ ହକି ରତ୍ନଙ୍କ ନାମରେ ଆଉ ଏକ ପୁରସ୍କାର ଘୋଷଣା କରିବାରେ ଅସୁବିଧା ନଥିଲା । ରୁଗ୍‌ଣ ମାନସିକତା ଓ ଅସହିଷ୍ଣୁତାର ଉର୍ଦ୍ଧକୁ ଉଠିବା ଦରକାର । ଧ୍ୟାନଚାନ୍ଦ କେବଳ ହକି ପ୍ରେମୀ ନୁହନ୍ତି ସମସ୍ତ ଭାରତବାସୀଙ୍କ ପାଇଁ ଗର୍ବ ତାଙ୍କ ପାଇଁ ବିଶ୍ୱ ଅଲମ୍ପିକ୍‌ରେ ଭାରତ ୧୯୩୨ ଓ ୧୯୩୬ ରେ ଇତିହାସ ରଚିଥିଲା । ତାଙ୍କୁ ମରୋଣତର ଭାରତରତ୍ନ ଦେବାକୁ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

କଂଗ୍ରେସ ଧ୍ୟାନ ଚାନ୍ଦ ନିରଞ୍ଜନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡ଼ୁରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 11, 2026

ଇମ୍ରାନ ଖାନଙ୍କ ବଢ଼ିଲା ସମସ୍ୟା: ଏଫଆଇଆର ଦାଖଲ କଲା ମୁମ୍ବାଇ ପୋଲିସ

October 11, 2026

ସରିଲା ଦୁଇ ମହାଶକ୍ତିଙ୍କ ପ୍ରସିଦ୍ଧ ଭେଟଯାତ୍ରା: ଆଜିଠାରୁ ସପ୍ତମାତାଙ୍କ ଦିବ୍ୟଦର୍ଶନ ଆରମ୍ଭ

October 11, 2026

ସୁପ୍ରିମକୋର୍ଟରେ ‘ଲଜ୍ଜା, ଲଜ୍ଜା’ ର ସ୍ଲୋଗାନ: ଓକିଲମାନଙ୍କୁ ଭର୍ତ୍ସନା କଲେ ବିଚାରପତି

October 11, 2026
Latest News

ତାମିଲନାଡ଼ୁରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

October 11, 2026

ଇମ୍ରାନ ଖାନଙ୍କ ବଢ଼ିଲା ସମସ୍ୟା: ଏଫଆଇଆର ଦାଖଲ କଲା ମୁମ୍ବାଇ ପୋଲିସ

October 11, 2026

ସରିଲା ଦୁଇ ମହାଶକ୍ତିଙ୍କ ପ୍ରସିଦ୍ଧ ଭେଟଯାତ୍ରା: ଆଜିଠାରୁ ସପ୍ତମାତାଙ୍କ ଦିବ୍ୟଦର୍ଶନ ଆରମ୍ଭ

October 11, 2026

ସୁପ୍ରିମକୋର୍ଟରେ ‘ଲଜ୍ଜା, ଲଜ୍ଜା’ ର ସ୍ଲୋଗାନ: ଓକିଲମାନଙ୍କୁ ଭର୍ତ୍ସନା କଲେ ବିଚାରପତି

October 11, 2026

ଶାରଦୀୟ ନବରାତ୍ରି : ମା’ ଦୁର୍ଗାଙ୍କ ଆରାଧନା, ନବରୂପ, କନ୍ୟାପୂଜା ଏବଂ ଦୀପ ପ୍ରଜ୍ଜ୍ୱଳନର ବିଶେଷ ନୀତିନିୟମ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.