Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜୀବନୀ ଉପରେ ଲୋକାର୍ପଣ ହେଲା ପୁସ୍ତକ ‘ମାଡିଚାଲ’
ଆଜିର ଖବର

ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜୀବନୀ ଉପରେ ଲୋକାର୍ପଣ ହେଲା ପୁସ୍ତକ ‘ମାଡିଚାଲ’

August 11, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଜୀବନୀ ଉପରେ ଲୋକାର୍ପଣ ହେଲା ପୁସ୍ତକ 'ମାଡିଚାଲ'

ଭୁବନେଶ୍ବର, ଜଟଣୀ ବିଧାୟକ ସୁରେଶ ରାଉତରାୟ 78 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେହି ଉପଲକ୍ଷେ ତାଙ୍କ ଉପରେ ଏକ ପୁସ୍ତକ ଲୋକାର୍ପଣ ହୋଇଛି। ଯାହାର ନାମ ରହିଛି ‘ମାଡିଚାଲ’। ଭୁବନେଶ୍ବରର ଇଡକଲ ହଲରେଏକ ଉତ୍ସବରେ ଏହି ପୁସ୍ତକକୁ ଲୋକାର୍ପଣ କରାଯାଇଛି। ସୁର ରାଉତରାୟଙ୍କ ଲୋକପ୍ରିୟ ବୋଲି ମାଡିଚାଲ କୁ ନେଇ ଏହି ପୁସ୍ତକର ନାମକରଣ କରାଯାଇଛି।

ଶ୍ରୀ ରାଉତରାୟଙ୍କର ଦୀର୍ଘ ଛଅ ଦଶନ୍ଦିର ରାଜନୈତିକ ଜୀବନ, ଛାତ୍ର ରାଜନୀତି, ସମାଜସେବା ଓ ଘଟଣା ବହୁଳ ଜୀବନ ଉପରେ ଆଧାରିତ ହୋଇଛି “ମାଡ଼ିଚାଲ” ପୁସ୍ତକ। ଏହି ଲୋକାର୍ପଣ ଉତ୍ସବରେ ପଦ୍ମଶ୍ରୀ କବି ହଳଧର ନାୟକ, ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ, ଦଉଡ଼ରାଣୀ ଦୂତି ଚାନ୍ଦ, ପଦ୍ମଶ୍ରୀ ଦେବୀପ୍ରଶନ୍ନ ପଟ୍ଟନାୟକ, ଶିଳ୍ପୀ ସୁଦର୍ଶନ ସାହୁ, ଶିଳ୍ପୀ ପ୍ରଭାକର ମହାରଣା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ରାଉତରାୟଙ୍କର ଘଟଣାବହୁଳ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ ।

ଜଟଣୀ ବିଧାୟକ ସୁର ରାଉତରାୟ ସୁର ରାଉତରାୟ ସୁରେଶ ରାଉତରାୟ
Share. Facebook Twitter LinkedIn Email WhatsApp Copy Link

Related Posts

Kalahandi Septic Tank Tragedy: ଓଡିଶା ସରକାରଙ୍କୁ ନୋଟିସ କଲେ ଏନଏଚଆରସି

May 30, 2026

‘ସମଗ୍ର ଶିକ୍ଷା ଅଭିଯାନ’ର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

May 30, 2026

ରାଜନୈତିକ ଶତ୍ରୁତାରୁ ଆକ୍ରମଣ: ଦୁଇ ଗିରଫ

May 30, 2026

ବିଳମ୍ବିତ ରାୟକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ : ରାୟ ସଂରକ୍ଷିତର ସର୍ବାଧିକ ୩ ମାସ ମଧ୍ୟରେ ଫୈସଲା କରିବାକୁ ନିର୍ଦ୍ଦେଶ

May 29, 2026
Latest News

Kalahandi Septic Tank Tragedy: ଓଡିଶା ସରକାରଙ୍କୁ ନୋଟିସ କଲେ ଏନଏଚଆରସି

May 30, 2026

ମେ ୨୮ ସୁଦ୍ଧା ପ୍ରାୟ ୬୦,୪୦୦ ପିଏନଜି ଗ୍ରାହକଙ୍କ ଏଲପିଜି ସଂଯୋଗ ପ୍ରତ୍ୟାହାର

May 30, 2026

ହର୍ମୁଜରୁ ଅବରୋଧ ହଟିଲେ ଭାରତରେ ଶସ୍ତା ହେବ କି ତୈଳ ଦର?: ଜାଣନ୍ତୁ କେଉଁଠି ସମସ୍ୟା

May 30, 2026

ଡିକେ ସରକାରରେ ସିଦ୍ଧରମୈୟାଙ୍କ ପ୍ରାଧାନ୍ୟ କେତେ ବଜାୟ ରହିବ; ଜାଣନ୍ତୁ ଇନସାଇଡ ଷ୍ଟୋରୀ

May 30, 2026

‘ସମଗ୍ର ଶିକ୍ଷା ଅଭିଯାନ’ର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.