Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲିଠାରୁ ଖୋଲିବ ସିଂହଦ୍ବାର, ସାଧାରଣ ଦର୍ଶନ ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି
ଆଜିର ଖବର

ଆସନ୍ତାକାଲିଠାରୁ ଖୋଲିବ ସିଂହଦ୍ବାର, ସାଧାରଣ ଦର୍ଶନ ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି

August 15, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲିଠାରୁ ଖୋଲିବ ସିଂହଦ୍ବାର, ସାଧାରଣ ଦର୍ଶନ ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି

ପୁରୀ, ବହୁ ପ୍ରତୀକ୍ଷା ପରେ ଆସନ୍ତାକାଲି ସୋମବାରଠାରୁ କାଳିଆ ଦର୍ଶନ ଆରମ୍ଭ ହେବା। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି।  ସେଥିପାଇଁ ସ୍ବତନ୍ତ୍ର ସେଡ ଏବଂ ବ୍ୟାରିକେଡ ନିର୍ମାଣ କରାଯାଇଛି। ଶ୍ରୀମନ୍ଦିର ପରିସରକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି । ପ୍ରଥମେ ପୁରୀବାସୀଙ୍କୁ ଏହି ଦର୍ଶନ ସୁବିଧା ପ୍ରଦାନ କରାଯାଇଛି।

ପୁରୀବାସୀ ୧୬ ତାରିଖରୁ ୨୦ ତାରିଖ ଯାଏ ୫ ଦିନ ପାଇଁ ଦର୍ଶନ କରିବେ। ଓ୍ୱାର୍ଡ ୱାରୀ ପୁରୀ ବାସିନ୍ଦା ଫଟୋ ପରିଚୟପତ୍ର ଦେଖାଇ ବ୍ୟାରିକେଡ୍ ଦେଇ ମନ୍ଦିର ଭିତରେ ପ୍ରବେଶ କରିବେ । ଏହି ପାଞ୍ଚଦିନରେ କେଉଁ ୱାର୍ଡର ଲୋକେ କେଉଁଦିନ ଯିବେ ତାହା ନିର୍ଦ୍ଧାରିତ କରାଯାଇଛି। ସେହି ଅନୁସାରେ…

୧୬ ତାରିଖ , ସୋମବାର ଦିନ
ସକାଳ ୭ଟାରୁ ସାଢ଼େ ୧୦ଟା : ୩, ୧୫ ଓ ୧୮ ନଂ ଓ୍ବାର୍ଡ
ପୂର୍ବାହ୍ନ ୧୧ଟାରୁ : ୬ ଓ ୯ନଂ. ଓ୍ବାର୍ଡ
ଦିନ ୩ଟା ୩୦ରୁ : ୧୧,୧୨ ଏବଂ ୧୪ ନମ୍ବର ୱାର୍ଡ

୧୭ ତାରିଖ ମଙ୍ଗଳବାର ଦିନ
୭ଟାରୁ ସାଢେ ୧୦ : ୧ ଓ ୪ ନମ୍ବର ୱାର୍ଡ
ପୂର୍ବାହ୍ନ ୧୧ଟାରୁ : ୫ ନମ୍ବର ୱାର୍ଡ
ଦିନ ୩ଟା ୩୦ରୁ : ୭ ଏବଂ୧୦ ନମ୍ବର ୱାର୍ଡ

୧୮ ତାରିଖ , ବୁଧବାର ଦିନ
୭ଟାରୁ ସାଢେ ୧୦ : ୮, ୧୩ ଓ ୧୯ ନମ୍ବର ୱାର୍ଡ
ପୂର୍ବାହ୍ନ ୧୧ଟାରୁ ୨୩ ଓ ୨୪ ନମ୍ବର ୱାର୍ଡ
ଦିନ ୩ଟା ୩୦ରୁ : ୨,୧୬ ଓ୧୭ ନମ୍ବର ୱାର୍ଡ

ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ନିଷେଧ କରାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ପର୍ବପର୍ବାଣିରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ। ଏହାପରେ ୨୩ ତାରିଖଠାରୁ ସମସ୍ତଙ୍କୁ ଦର୍ଶନ ସୁବିଧା ପ୍ରଦାନ କରାଯିବ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026

‘ନିଶାମୁକ୍ତ ଭାରତ ଅଭିଯାନ’ ପାଇଁ ଓମ୍ଫେଡ୍ ର ଶପଥ ଗ୍ରହଣ

August 18, 2026
Latest News

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026

“ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ”: ଆତଙ୍କବାଦ ଉପରେ ପାକିସ୍ତାନକୁ ଭାରତର କଡ଼ା ଜବାବ

August 18, 2026

‘ନିଶାମୁକ୍ତ ଭାରତ ଅଭିଯାନ’ ପାଇଁ ଓମ୍ଫେଡ୍ ର ଶପଥ ଗ୍ରହଣ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.