Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଷୀ ମୁଣ୍ଡରେ ଚଡକ: ଜମି ଫାଟି ଆଁ, ଆଗାମୀ ୫ ଦିନ ମଧ୍ୟରେ ବର୍ଷା ନହଲେ ସ୍ଥିତି ହେବ ସାଂଘାତିକ
ଆଜିର ଖବର

ଚାଷୀ ମୁଣ୍ଡରେ ଚଡକ: ଜମି ଫାଟି ଆଁ, ଆଗାମୀ ୫ ଦିନ ମଧ୍ୟରେ ବର୍ଷା ନହଲେ ସ୍ଥିତି ହେବ ସାଂଘାତିକ

August 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଚଳିତ ବର୍ଷ ବର୍ଷାର ଅନିୟମିତତା ଯୋଗୁଁ ନାକଟିଦେଉଳ ବ୍ଲକର ୧୪ ଟି ପଂଚାୟତରେ ମରୁଡି ଦେଖା ଯିବାର ସଂଭାବନ ରହିଛି। ଜୁନ୍ ମାସ ଯାଇ ଅଗଷ୍ଟ ସରିବାକୁ ବସିଲାଣି ହେଲେ ଯେତିକି ପରିମାଣର ବର୍ଷା ହେବା କଥା ହୋଇ ନାହିଁ। ବ୍ଲକର କିସିଣ୍ଡା, ପାଣିମୋରା, ଗିରଶ୍ଚନ୍ଦ୍ରପୁର, ସରାପାଲି, ଡଇଁଚା, ଶିମିଳିପାଳ, ଘୋଷରାମାଳ, ବଳମ୍, ବାଟଗାଁ ଆଦି ପଂଚାୟତରେ ଚାଷୀମାନେ ଚାଷ ବେଉଷଣ କରିପାରି ନାହାନ୍ତି କି ଧାନ ରୋପଣ କରିପାରି ନାହାନ୍ତି। ଜମି ଫାଟି ଆଁ କରିଛି।

ଜମିରେ ପାଣି ମୁନ୍ଦାଏ ମଧ୍ୟ ନାହିଁ। ଚାଷୀ ମୁଣ୍ଡରେ ଚଡକ ପଶିଛି। ଆଗାମୀ ୫ ଦିନ ମଧ୍ୟରେ ବର୍ଷା ନ ହେଲେ ମରୁଡି ହେବାର ସଂଭାବନାକୁ ଏଡାଇ ଦିଆ ଯାଇ ନ ପାରେ। ଧାନ ଗଛ ଗୁଡିକ ପାଣି ଅଭାବରୁ ମରିଯିବା ସହ ଧାନ ଗଛ ସବୁ ହଳଦିଆ ଦିଶିଲାଣି। ବହୁ ସ୍ଥାନରେ ତଳି ପଡିଛି ବର୍ଷା ଅଭାବରୁ। କୃଷି ବିଭାଗ ଏ ଦିଗରେ ବିହୀତ ପଦକ୍ଷେପ ନେବା ପାଇଁ ଦାବୀ କରିଛନ୍ତି ନାକଟିଦେଉଳ ବ୍ଲକ ର ଚାଷୀମାନେ। ୩୧/୭/୨୦୨୧ ପର୍ଯ୍ୟନ୍ତ କୃଷିବୀମାର ଅବଧି ଥିବା ବେଳେ ସଚେତନତାର ଅଭାବରୁ କୃଷି ବୀମାରୁ ବଂଚିତ ହୋଇଛନ୍ତି ବହୁ ଚାଷୀ। ସରକାର କୃଷିବୀମା ତାରିଖକୁ ବୃଦ୍ଧି କରିବାକୁ ଚାଷୀ ମାନେ ଦାବୀ ମଧ୍ୟ କରିଛନ୍ତି।

ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

February 13, 2026

ଆଜି କେତେ କମିଲା ସୁନା ଦର: ଜାଣନ୍ତୁ ରୂପା ମୂଲ୍ୟ

February 13, 2026

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.