Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆ ଡ୍ରୋନ ନିୟମ ଏହି କ୍ଷେତ୍ରରେ ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ, ପ୍ରଧାନମନ୍ତ୍ରୀ
ଆଜିର ଖବର

ନୂଆ ଡ୍ରୋନ ନିୟମ ଏହି କ୍ଷେତ୍ରରେ ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ, ପ୍ରଧାନମନ୍ତ୍ରୀ

August 26, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆ ଡ୍ରୋନ ନିୟମ ଏହି କ୍ଷେତ୍ରରେ ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ନୂଆ ଡ୍ରୋନ ନିୟମ  ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଷ୍ଟାର୍ଟ-ଅପଗୁଡିକ ସହ ଏହି କ୍ଷେତ୍ରରେ କାର୍ଯ୍ୟରତ ଯୁବପୀଢିଙ୍କୁ ନୂଆ ଡ୍ରୋନ ନିୟମ ବେଶ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

ଏକ ଟ୍ୱିଟ ରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ନୂଆ ଡ୍ରୋନ ନିୟମ ଏହି କ୍ଷେତ୍ରରେ ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ । ବିଶ୍ୱାସ ଓ ସ୍ୱପ୍ରମାଣନ ଉପରେ ଏହି ନିୟମ ଆଧାରିତ । ଏଥିରେ ଅନୁମୋଦନ, ଅନୁପାଳନ ଆବଶ୍ୟକତା ଓ ପ୍ରବେଶ ପ୍ରତିବନ୍ଧକକୁ ଅନେକାଂଶରେ ହ୍ରାସ କରାଯାଇଛି ।

ନୂଆ ଡ୍ରୋନ ନିୟମ ଷ୍ଟାର୍ଟ-ଅପଗୁଡିକ ସହ ସେହି କ୍ଷେତ୍ରରେ କାର୍ଯ୍ୟରତ ଯୁବପୀଢିଙ୍କୁ ବେଶ ସାହାଯ୍ୟ କରିବ । ଏହା ନବାଚାର ଓ ବ୍ୟବସାୟର ନୂଆ ସୁଯୋଗ ସୃଷ୍ଟି କରିବ । ନବାଚାର, ପ୍ରଯୁକ୍ତି ଓ ଇଞ୍ଜିନିୟରିଂରେ ଏହା ଭାରତର ସାମର୍ଥ୍ୟକୁ ବୃଦ୍ଧି କରି ଡ୍ରୋନ ହବରେ ପରିଣତ କରିବାରେ ସାହାଯ୍ୟ କରିବ ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟ ଅପ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ: କେତେବେଳେ ଆରମ୍ଭ ହେବ ମ୍ୟାଚ୍?

July 14, 2026

ଇ-୨୦ ଉପରେ କଠୋର ଆଭିମୁଖ୍ୟ: କଡ଼ା ନିର୍ଦ୍ଦେଶ ଦେଲେ ସରକାର

July 14, 2026

ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଇରାନୀ ଦୂତାବାସକୁ କଲେ ସମନ

July 14, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ପିଚ୍ ରିପୋର୍ଟ

July 14, 2026
Latest News

ଭାରତ ବନାମ ଇଂଲଣ୍ଡ ପ୍ରଥମ ଦିନିକିଆ: କେତେବେଳେ ଆରମ୍ଭ ହେବ ମ୍ୟାଚ୍?

July 14, 2026

ଇ-୨୦ ଉପରେ କଠୋର ଆଭିମୁଖ୍ୟ: କଡ଼ା ନିର୍ଦ୍ଦେଶ ଦେଲେ ସରକାର

July 14, 2026

ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ଇରାନୀ ଦୂତାବାସକୁ କଲେ ସମନ

July 14, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ODI: ଜାଣନ୍ତୁ ପିଚ୍ ରିପୋର୍ଟ

July 14, 2026

ସୁନା କିଣିବା ପାଇଁ ଏହା କ’ଣ ଠିକ୍ ସମୟ?: ଜାଣନ୍ତୁ ଆଜିର ମୂଲ୍ୟ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.