Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଡିଜିପି ନିଯୁକ୍ତି ପ୍ରସଙ୍ଗରେ ମମତା ସରକାରଙ୍କୁ ଝଟକା: ଏହି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ଆଜିର ଖବର

ଡିଜିପି ନିଯୁକ୍ତି ପ୍ରସଙ୍ଗରେ ମମତା ସରକାରଙ୍କୁ ଝଟକା: ଏହି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

September 3, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଯେଉଁଥିରେ ୟୁପିଏସସିର ହସ୍ତକ୍ଷେପ ବିନା ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଅନୁମତି ମାଗିଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମର ପୂର୍ବ ଆଦେଶ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ। ସମାନ ପ୍ରକାରର ଆବେଦନ ବାରମ୍ବାର ଦାଖଲ କରିଥିବାରୁ ପଶ୍ଚିମବଙ୍ଗ ସରକାର ଉପରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଏଭଳି ଆବେଦନ ଆଇନ ପ୍ରକ୍ରିୟାର ଅପବ୍ୟବହାର ଅଟେ।

ସୁପ୍ରିମକୋର୍ଟ ଏକ ପୁରୁଣା ଆଦେଶରେ କହିଛନ୍ତି ଯେ, ଡିଜିପି ନିଯୁକ୍ତି ପୂର୍ବରୁ ପ୍ରତ୍ୟେକ ରାଜ୍ୟକୁ ୟୁପିଏସସିରୁ ଯୋଗ୍ୟ ଅଧିକାରୀଙ୍କ ତାଲିକା ନେବାକୁ ପଡ଼ିବ। ଆପଣଙ୍କୁ ସେହି ତାଲିକାରୁ ବାଛିବାକୁ ପଡିବ। ପଶ୍ଚିମବଙ୍ଗ ସରକାର କହିଛନ୍ତି ଯେ ଏହି ବ୍ୟବସ୍ଥା ଭୁଲ ଅଟେ। ରାଜ୍ୟ ସରକାର ଚୟନ କରିବାର ସମ୍ପୂର୍ଣ୍ଣ ଅଧିକାର ପାଇବା ଉଚିତ୍।

୨୦୦୬ ମସିହାରେ ସୁପ୍ରିମକୋର୍ଟ ଏକ ରାୟରେ କହିଥିଲେ ଯେ, ଗୋଟିଏ ରାଜ୍ୟରେ ଡିଜିପି ପଦରେ ନିଯୁକ୍ତ ହେବା ପୂର୍ବରୁ ରାଜ୍ୟ ସରକାରଙ୍କୁ ୟୁପିଏସସିରୁ ବରିଷ୍ଠ ତଥା ଯୋଗ୍ୟ ଆଇପିଏସ୍ ଅଧିକାରୀଙ୍କ ତାଲିକା ପାଇବାକୁ ପଡ଼ିବ। ସେହି ଅଧିକାରୀଙ୍କ ମଧ୍ୟରେ ନୂତନ ଡିଜିପି ଚୟନ କରିବାକୁ ପଡିବ। ପଶ୍ଚିମବଙ୍ଗରେ ଡିଜିପି ପଦ ଅଗଷ୍ଟ ୩୧ ତାରିଖରୁ ଖାଲି ପଡିଛି। ରାଜ୍ୟ ସରକାର ଚାହୁଁଛନ୍ତି ଯେ, ନିଜ ଇଚ୍ଛାରେ ସମ୍ପୂର୍ଣ୍ଣ ଭାବେ ନୂତନ ପୋଲିସ ମହାନିର୍ଦ୍ଦେଶକ ଚୟନ କରିବାକୁ ଅନୁମତି ଦିଆଯାଉ। ଯାହାକୁ ସୁପ୍ରିମକୋର୍ଟ ଖାରିଜ କରିଦେଇଛନ୍ତି।

ପଶ୍ଚିମବଙ୍ଗ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026
Latest News

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026

ଇଂଲଣ୍ଡକୁ ପରାସ୍ତ କରି ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ହେଲା ଭାରତ: ବିଜୟର ହିରୋ ବୈଭବ ସୂର୍ଯ୍ୟବଂଶୀ

February 6, 2026

ପ୍ରଗତି ପଥରେ ଅଗ୍ରସର ହେଉଥିବା ଓଡ଼ିଶା ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି: ରାଜ୍ୟପାଳ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.