Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ଅପଡେଟ୍: ଦେଶରେ ୨୪ ଘଣ୍ଟାରେ ୨୮ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ
ଆଜିର ଖବର

କରୋନା ଅପଡେଟ୍: ଦେଶରେ ୨୪ ଘଣ୍ଟାରେ ୨୮ ହଜାର ୫୯୧ ଆକ୍ରାନ୍ତ ଚିହ୍ନଟ

September 12, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୮ ହଜାର ୫୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩୨ ଲକ୍ଷ ୩୬ ହଜାର ୯୨୧ ରେ ପହଞ୍ଚିଛି।

ତେବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୨ ହଜାର ୬୫୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୪ ଲକ୍ଷ ୯ ହଜାର ୩୪୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩ ଲକ୍ଷ ୮୪ ହଜାର ୯୨୧ ଆକ୍ଟିଭ୍‌ କେସ୍ ରହିଛି।

ଆକ୍ରାନ୍ତ ଚିହ୍ନଟ ଆକ୍ରାନ୍ତଙ୍କ ପ୍ରାଣହାନୀ କରୋନାଜନିତ ମୃତ୍ୟୁ କରୋନା ଅପଡେଟ୍
Share. Facebook Twitter LinkedIn Email WhatsApp Copy Link

Related Posts

Four New Tahasils: ଚାରୋଟି ନୂଆ ତହସିଲ ଘୋଷଣା କଲେ ସରକାର, ଭୁବନେଶ୍ବରରେ ଦୁଇଟି

November 19, 2025

ସମ୍ରାଟ ଚୌଧୁରୀ ହେଲେ ବିଜେପି ବିଧାୟକ ଦଳ ନେତା, ବିଜୟ ସିହ୍ନା ଉପନେତା ମନୋନୀତ

November 19, 2025

ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟଙ୍କ କମାଲ: ଫାଇନାଲରେ ସ୍ଥାନ ସୁରକ୍ଷିତ କଲେ ଅଟୋ ଡ୍ରାଇଭରଙ୍କ ଝିଅ

November 19, 2025

Pre-Budget Consultation: ବ୍ୟାଙ୍କ ଓ ବୀମା ଅଧିକାରୀଙ୍କ ସହିତ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 19, 2025
Latest News

Four New Tahasils: ଚାରୋଟି ନୂଆ ତହସିଲ ଘୋଷଣା କଲେ ସରକାର, ଭୁବନେଶ୍ବରରେ ଦୁଇଟି

November 19, 2025

ସମ୍ରାଟ ଚୌଧୁରୀ ହେଲେ ବିଜେପି ବିଧାୟକ ଦଳ ନେତା, ବିଜୟ ସିହ୍ନା ଉପନେତା ମନୋନୀତ

November 19, 2025

ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଭାରତୀୟଙ୍କ କମାଲ: ଫାଇନାଲରେ ସ୍ଥାନ ସୁରକ୍ଷିତ କଲେ ଅଟୋ ଡ୍ରାଇଭରଙ୍କ ଝିଅ

November 19, 2025

Pre-Budget Consultation: ବ୍ୟାଙ୍କ ଓ ବୀମା ଅଧିକାରୀଙ୍କ ସହିତ ଆଲୋଚନା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

November 19, 2025

ହଜି ଯାଇଥିବା ସ୍ବର୍ଣ୍ଣ ଅଳଙ୍କାର ଫେରି ପାଇଲେ ପର୍ଯ୍ୟଟକ

November 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.