Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାତ୍ୟା ଗୁଲାବ୍ ଏବଂ ଏହାର ପ୍ରତିକ୍ରିୟାରେ ବାତିଲ୍ ହେଲା ଟ୍ରେନ୍: ପଢନ୍ତୁ ସଂପୂର୍ଣ୍ଣ ତାଲିକା
ଆଜିର ଖବର

ବାତ୍ୟା ଗୁଲାବ୍ ଏବଂ ଏହାର ପ୍ରତିକ୍ରିୟାରେ ବାତିଲ୍ ହେଲା ଟ୍ରେନ୍: ପଢନ୍ତୁ ସଂପୂର୍ଣ୍ଣ ତାଲିକା

September 27, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା ‘ଅର୍ଣ୍ଣବ’ କୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ: ଦେଖନ୍ତୁ ସଂପୂର୍ଣ୍ଣ ତାଲିକା
ବାତ୍ୟା ‘ଅର୍ଣ୍ଣବ’ କୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ: ଦେଖନ୍ତୁ ସଂପୂର୍ଣ୍ଣ ତାଲିକା

ଭୁବନେଶ୍ଵର: ବାତ୍ୟା ଗୁଲାବ୍ ଏବଂ ଏହାର ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ଟ୍ରେନ୍ ସେବା ପ୍ରଭାବିତ ହୋଇଛି। ଫଳସ୍ୱରୂପ, ନିମ୍ନଲିଖିତ ଅନୁଯାୟୀ କିଛି ଟ୍ରେନ୍ ବାତିଲ୍ ହୋଇଛି-

– 08417 ପୁରୀ-ଗୁଣୁପୁର ସ୍ପେଶାଲ ପୁରୀରୁ 27.09.2021 ଦିନ ବାତିଲ।

– 08418 ଗୁଣୁପୁର-ପୁରୀ ସ୍ପେଶାଲ୍ ଗୁଣୁପୁର ରୁ 28.09.2021 ଦିନ ବାତିଲ।

– 08528 ବିଶାଖାପାଟନମ୍-ରାୟପୁର ସ୍ପେଶାଲ୍ ବିଶାଖାପାଟନମ୍ ରୁ 27.09.2021 ଦିନ ବାତିଲ।

– 08527 ରାୟପୁର-ବିଶାଖାପାଟନମ୍ ସ୍ପେଶାଲ୍ ରାୟପୁରରୁ 27.09.2021 ଦିନ ବାତିଲ।

– 08522 ବିଶାଖାପାଟନମ୍-ଗୁଣୁପୁର ସ୍ପେଶାଲ୍ ବିଶାଖାପାଟନମ୍ ରୁ 27.09.2021 ଦିନ ବାତିଲ।

– 08521 ଗୁଣୁପୁର-ବିଶାଖାପାଟନମ୍ ସ୍ପେଶାଲ୍ ଗୁନୁପୁରରୁ 27.09.2021 ଦିନ ବାତିଲ।

– 08466 ପୁରୀ-ଶାଲୀମାର ସ୍ପେଶାଲ୍ ପୁରୀରୁ 27.09.2021 ଦିନ ବାତିଲ।

– 08465 ଶାଲୀମାର-ପୁରୀ ସ୍ପେଶାଲ୍ ଶାଲିମାରରୁ 28.09.2021 ଦିନ ବାତିଲ।

– 08516 ବିଶାଖାପାଟନମ୍-କିରାଣ୍ଡୁଲ୍ ସ୍ପେଶାଲ୍ ବିଶାଖାପାଟନମ୍ ରୁ 27.09.2021 ଦିନ ବାତିଲ।

– 08515 କିରାଣ୍ଡୁଲ-ବିଶାଖାପାଟନମ୍ ସ୍ପେଶାଲ୍ କିରୁଣ୍ଡୁଲରୁ 27.09.2021 ଦିନ ଜଗଦଲପୁର ଏବଂ ବିଶାଖାପାଟନମ୍ ମଧ୍ୟରେ ବାତିଲ୍।

ଏହା ବ୍ୟତୀତ ପୂର୍ବ ତଟ ରେଳବାଇର ୱାଲଟିୟର ଡିଭିଜନ୍ ଅନ୍ତର୍ଗତ ବିଶାଖାପାଟନମ୍-ବିଜୟନଗରମ-ରାୟଗଡା ରେଳ ବିଭାଗ ମଧ୍ୟରେ ରେଳ ଟ୍ରାକ୍ ଉପରେ ଜଳ ପ୍ରବାହ କରିବା ଏବଂ ଜମିରହିବା ଦୃଷ୍ଟିରୁ ନିମ୍ନଲିଖିତ ଟ୍ରେନ୍ ଗୁଡିକ ବାତିଲ୍ କରାଯାଇଛି।

ଏହି ଟ୍ରେନ୍ ଗୁଡିକ ହେଉଛି-

– 08508 ବିଶାଖାପାଟନମ୍-ରାୟଗଡା ସ୍ପେଶାଲ୍ ବିଶାଖାପାଟନମ୍ ରୁ 27.09.2021 ଦିନ ବାତିଲ।

– 08107 ରାଉରକେଲା-ଜଗଦଲପୁର ସ୍ପେଶାଲ୍ ରାଉରକେଲା ଠାରୁ 27.09.2021 ଦିନ ବାତିଲ।

– 08507 ରାୟାଗଡା-ବିଶାଖାପାଟନମ୍ ସ୍ପେଶାଲ୍ ରାୟାଗଡା ଠାରୁ 28.09.2021 ଦିନ ବାତିଲ।

– 08108 ଜଗଦଲପୁର-ରାଉରକେଲା ସ୍ପେଶାଲ୍ ଜଗଦଲପୁରରୁ 28.09.2021 ଦିନ ବାତିଲ।

08518 ବିଶାଖାପାଟନମ୍-କୋରବା ସ୍ପେଶାଲ୍ ବିଶାଖାପାଟନମ୍ ରୁ 27.09.2021 ଦିନ ବାତିଲ।

– 08517 କୋରବା-ବିଶାଖାପାଟନମ୍ ସ୍ପେଶାଲ୍ କୋରବା ଠାରୁ 27.09.2021 ଦିନ ବାତିଲ।

– 08445 ଭୁବନେଶ୍ୱର-ଜଗଦଲପୁର ସ୍ପେଶାଲ୍ ଭୁବନେଶ୍ୱରରୁ 27.09.2021 ଦିନ ବାତିଲ।

– 02097 ଭୁବନେଶ୍ୱର-ଜୁନାଗଡ଼ ରୋଡ୍ ସ୍ପେସିଆଲ୍ ଭୁବନେଶ୍ୱରରୁ 27.09.2021 ଦିନ ବାତିଲ।

– 08446 ଜଗଦଲପୁର-ଭୁବନେଶ୍ୱର ସ୍ପେଶାଲ୍ ଜଗଦଲପୁରରୁ 28.09.2021 ଦିନ ବାତିଲ।

– 02098 ଜୁନାଗଡ଼ ରୋଡ଼-ଭୁବନେଶ୍ୱର ସ୍ପେଶାଲ୍ ଜୁନାଗଡ଼ ରୋଡ଼ ଠାରୁ 28.09.2021 ଦିନ ବାତିଲ।

ଟ୍ରେନ ସମୟ ସାମୟିକ ପୁନଃ ନିର୍ଦ୍ଧାରଣ:

– 02822 ଚେନ୍ନାଇ-ହାଓଡ଼ା ସ୍ପେଶାଲ ଚେନ୍ନାଇରୁ 27.09.2021 ଦିନ ସନ୍ଧ୍ୟା 7 ଘ.15 ମି. ପରିବର୍ତ୍ତେ 28.09.2021 ଦିନ ପୂର୍ବାହ୍ନ 9 ଘ. 30ମି.ରେ ଛାଡିବ।

ଏହା ବ୍ୟତୀତ ଲଗାଣ ବର୍ଷା ଯୋଗୁଁ ରେଳ ଧାରଣା ଉପରେ ଜଳ ପ୍ରବାହ କରିବା ଏବଂ ପାଣି ଜମିରହିବା ସହିତ ବିଶାଖାପାଟନମ୍ ଅଞ୍ଚଳରେ ବର୍ଷା ପାଣି ଜମି ରହିବା ଏବଂ କୋଚିଂ ଡିପୋ ଠାରେ ଜଳମଗ୍ନ ଯୋଗୁଁ କିଛି ଟ୍ରେନ୍ ବିଶାଖାପାଟନମ୍ ଛାଡିବାରେ ବିଳମ୍ବ ହୋଇପାରେ।

ସଂପୂର୍ଣ୍ଣ ତାଲିକା
Share. Facebook Twitter LinkedIn Email WhatsApp Copy Link

Related Posts

ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ଲାଗି ଭାରତ ସଂକଳ୍ପବଦ୍ଧ: ଡକ୍ଟର ପି.କେ. ମିଶ୍ର

October 27, 2026

Cyclone Landfall Update: ଅତି ଭୀଷଣ ବାତ୍ୟା ଅର୍ଣ୍ଣବ କୁ ନେଇ ଆସିଲା ବଡ ଖବର, ଆଜି ରାତିରେ କରିବ ଲ୍ୟାଣ୍ଡଫଲ

October 27, 2026

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପୂର୍ବ ତଟ ରେଳପଥର ବ୍ୟାପକ ସୁରକ୍ଷା ବ୍ୟବସ୍ଥା

October 27, 2026

ତୃତୀୟ ଟି-୨୦ରେ ରେକର୍ଡର ବର୍ଷା: ୱେଲିଂଟନରେ ୬ଟି ରେକର୍ଡ ଭାଙ୍ଗିଲେ ଅଭିଷେକ ଏବଂ ବୈଭବ!

October 27, 2026
Latest News

ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ବିଶ୍ୱସ୍ତରୀୟ ସହଯୋଗ ଲାଗି ଭାରତ ସଂକଳ୍ପବଦ୍ଧ: ଡକ୍ଟର ପି.କେ. ମିଶ୍ର

October 27, 2026

Cyclone Landfall Update: ଅତି ଭୀଷଣ ବାତ୍ୟା ଅର୍ଣ୍ଣବ କୁ ନେଇ ଆସିଲା ବଡ ଖବର, ଆଜି ରାତିରେ କରିବ ଲ୍ୟାଣ୍ଡଫଲ

October 27, 2026

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପୂର୍ବ ତଟ ରେଳପଥର ବ୍ୟାପକ ସୁରକ୍ଷା ବ୍ୟବସ୍ଥା

October 27, 2026

ତୃତୀୟ ଟି-୨୦ରେ ରେକର୍ଡର ବର୍ଷା: ୱେଲିଂଟନରେ ୬ଟି ରେକର୍ଡ ଭାଙ୍ଗିଲେ ଅଭିଷେକ ଏବଂ ବୈଭବ!

October 27, 2026

ସିଇସି-ଏସଆଇଆର ମାମଲା ଶୁଣାଣିକୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ, ନଭେମ୍ବର ୧୭ରେ ପରବର୍ତ୍ତୀ ଶୁଣାଣି

October 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.