Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ଦିପଟ୍ଟିରୁ ୧.୪୮ କୋଟି ଟଙ୍କା ଜବତ କଲା ଆୟକର ବିଭାଗ
ଆଜିର ଖବର

ଅନ୍ଦିପଟ୍ଟିରୁ ୧.୪୮ କୋଟି ଟଙ୍କା ଜବତ କଲା ଆୟକର ବିଭାଗ

April 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇରେ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଉଛି। ଥେନି ଜିଲ୍ଲାର ଅନ୍ଦିପଟ୍ଟିରୁ ଆୟକର ବିଭାଗ ପକ୍ଷରୁ ୧.୪୮ କୋଟି ଟଙ୍କାର ଅର୍ଥ ଜବତ କରାଯାଇଛି। ବୁଧବାର ସକାଳ ୫.୩୦ରେ ଏହି ଚଢାଉ ଶେଷ ହୋଇଥିବା ବେଳେ ସ୍ଥାନୀୟ ଜନତା ଅର୍ଥ ନେଇଯିବାକୁ ବିରୋଧ କରିଥିଲେ। ପୋଲିସ ପକ୍ଷରୁ ଜନତାଙ୍କୁ ହଟାଇବାକୁ ଗୁଳି ଚାଳନା କରାଯିବା ପରେ ଅର୍ଥ ନିଆଯାଇଥିଲା ବୋଲି ଆୟକର ବିଭାଗ ମୁଖ୍ୟ ବି. ମୁରଲୀ କୁମାର ସୂଚନା ଦେଇଛନ୍ତି। ଏପ୍ରିଲ୍‌ ୧୮ରେ ଏହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବା ବେଳେ ଓ୍ବାର୍ଡ ନମ୍ବର ଏବଂ ଭୋଟରଙ୍କ ନାମ ଲେଖାଥିବା ୯୪ ଟି ଏନ୍‌ଭଲପ ଆୟକର ବିଭାଗ ଉଦ୍ଧାର କରିଥିଲା। ଏହି ଅର୍ଥ ଗୁଡିକ ଆମ୍ମା ମକ୍କଲ ମୁନେତ୍ରା କାଝାଗମ୍‌ କାର୍ଯ୍ୟଳୟରୁ ଉଦ୍ଧାର କରାଯାଇଛି।

ceized itdepartment tamilnadu thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଯୁବକକୁ ଗିରଫ କଲା ହିଞ୍ଜିଳି ଥାନା ପୋଲିସ

June 20, 2026

କର୍ଣ୍ଣାଟକ ସରକାରଙ୍କ RSSକୁ ଚିଠି: ପ୍ରତିକ୍ରିୟା ପ୍ରକାଶ କଲେ ମହେଶ ଜେଠମଲାନି

June 20, 2026

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ

June 20, 2026

ମାତ୍ର ୫ ଦିନରେ ୧.୪୫ କୋଟି ଖର୍ଚ୍ଚ! ମହାନଦୀ ଟ୍ରିବ୍ୟୁନାଲ ଗସ୍ତକୁ ନେଇ ଚର୍ଚ୍ଚା

June 20, 2026
Latest News

ନାବାଳିକା ଦୁଷ୍କର୍ମ ଅଭିଯୋଗ: ଯୁବକକୁ ଗିରଫ କଲା ହିଞ୍ଜିଳି ଥାନା ପୋଲିସ

June 20, 2026

କର୍ଣ୍ଣାଟକ ସରକାରଙ୍କ RSSକୁ ଚିଠି: ପ୍ରତିକ୍ରିୟା ପ୍ରକାଶ କଲେ ମହେଶ ଜେଠମଲାନି

June 20, 2026

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ

June 20, 2026

ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ପ୍ରଧାନମନ୍ତ୍ରୀ, ପୂଜାପାଠ ସହିତ ଗାଁ ବୁଲିଲେ ମୋଦି

June 20, 2026

ମାତ୍ର ୫ ଦିନରେ ୧.୪୫ କୋଟି ଖର୍ଚ୍ଚ! ମହାନଦୀ ଟ୍ରିବ୍ୟୁନାଲ ଗସ୍ତକୁ ନେଇ ଚର୍ଚ୍ଚା

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.