Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣଦୀପ ଜଣେ ବିଫଳ ଅଭିନେତା : ରଙ୍ଗୋଲୀ
ଆଜିର ଖବର

ରଣଦୀପ ଜଣେ ବିଫଳ ଅଭିନେତା : ରଙ୍ଗୋଲୀ

April 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
randeep huda is a failure actor, says rangoli
randeep huda is a failure actor, says rangoli

ବଲିଉଡ୍ ଅଭିନେତା ରଣଦୀପ ହୁଡାଙ୍କୁ ଆକ୍ରମଣ କରିଛନ୍ତି କଙ୍ଗନା ରଣାଓ୍ବତଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲ। ଗଲିବୟ ଚଳଚିତ୍ରରେ ଆଲିଆଙ୍କ ଅଭିନୟକୁ ସମାଲୋଚନା କରିଥିଲେ କଙ୍ଗନା। କଙ୍ଗନା କହିଥିଲେ କି, ଗଲି ବୟରେ ଆଲିଆଙ୍କ ଅଭିନୟ ଅତ୍ୟନ୍ତ ସାଧାରଣ ସ୍ତରର ଥିଲା। ଆଲିଆ ଏହା ଉପରେ କୌଣସି ନକରାତ୍ମକ ମନ୍ତବ୍ୟ ଦେଇନଥିବା ବେଳେ ଆଲିଆଙ୍କ ସପକ୍ଷରେ ମତ ରଖିଥିଲେ ଭର୍ସାଟାଇଲ ଆକ୍ଟର ରଣଦୀପ ହୁଡା। ହୁଡା ସୋସିଆଲ ମିଡିଆ ଟ୍ବିଟ୍ଟର ଜରିଆରେ ଲେଖିଥିଲେ, ‘ସମସ୍ତ ନକରାତ୍ମକ ମନ୍ତବ୍ୟକୁ ପ୍ରତିହତ କରି ନିଜର ଉତ୍ତମ କଳା ପ୍ରଦର୍ଶନ କରୁଥିବାରୁ ତୁମକୁ ନେଇ ମୁଁ  ଗର୍ବିତ’। ଏହି ମନ୍ତବ୍ୟ ପରେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ତୁରନ୍ତ ରଣଦୀପଙ୍କୁ ଆକ୍ରମଣ କରିଥିଲେ। ରଣଦୀପଙ୍କୁ ଜଣେ ବିଫଳ ଅଭିନେତା ବୋଲି କହିବା ସହିତ କରଣ ଜୋହରଙ୍କ ଚାମଚା ବୋଲି ମଧ୍ୟ କହିଥିଲେ। ସେହିପରି ଉଙ୍ଗଲି ଫିଲ୍ମର ସୁଟିଂ ସମୟରେ ରଣଦୀପ କଙ୍ଗନାଙ୍କୁ ନିର୍ଯାତନା ଦେଇଥିବା କଥା ଉଠାଇଥିଲେ ରଙ୍ଗୋଲୀ।

thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଦକ୍ଷିଣ ମୋଡ ପରେ ଗୁଣ୍ଡିଚା ମନ୍ଦିରର ନାକ ଚଣା ଦ୍ୱାର ସମ୍ମୁଖରେ ତିନି ରଥ

July 22, 2026

ରେଳ ନିରାପତ୍ତା ବୃଦ୍ଧି ପାଇଁ ଏଆଇ ସଞ୍ଚାଳିତ ରୋବଟିକ୍ ସୁରକ୍ଷା ପ୍ଲାଟଫର୍ମ “ଡିଏସ୍‌ସି ଅର୍ଜୁନ” ର ଶୁଭାରମ୍ଭ 

July 22, 2026
Latest News

ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ପ୍ରତି ଯୁବରାଜ ସିଂହଙ୍କ ପ୍ରତିକ୍ରିୟା: ସମସ୍ତଙ୍କୁ ଜାଣିବା ଜରୁରୀ

July 23, 2026

ଇସ୍ତଫା ଦେବେ ଧର୍ମେନ୍ଦ୍ର ପ୍ରଧାନ?: ସ୍ପଷ୍ଟ କଲେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ

July 23, 2026

ଆଜି ଜୁଲାଇ ୨୩ ତାରିଖ ଗୁରୁବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2026

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସୁଭଦ୍ରା ଶକ୍ତି ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 22, 2026

ଓଡ଼ିଶାର ୧୩ ଗୁଣ ବଢ଼ିଛି ରେଳ ବଜେଟ୍‌ ଆବଣ୍ଟନ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.