Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଛ ପ୍ରତିଶ୍ରୁତି ନୁହେଁ, ସମସ୍ୟାର ସମାଧାନ କରିବା ପାଇଁ ପ୍ରସ୍ତୁତ : ରାହୁଲ୍‌ ଗାନ୍ଧି
ଆଜିର ଖବର

ମିଛ ପ୍ରତିଶ୍ରୁତି ନୁହେଁ, ସମସ୍ୟାର ସମାଧାନ କରିବା ପାଇଁ ପ୍ରସ୍ତୁତ : ରାହୁଲ୍‌ ଗାନ୍ଧି

April 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
PM NEEDS TO OPEN HIS EARS
PM NEEDS TO OPEN HIS EARS

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ବୁଧବାର ଦିନ ଓ୍ବାୟନଡ଼ ସଂସଦୀୟ କ୍ଷେତ୍ରରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ କହିଛନ୍ତି ଯେ, ଆମେ ମିଛ ପ୍ରତିଶ୍ରୁତି ଦେଉନାହୁଁ, କିନ୍ତୁ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ଅଛୁ। ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି କହିଛନ୍ତି ଯେ, ମୁଁ ଏଠାରେ ‘ମନ୍‌ କୀ ବାତ୍‌’ କହିବା ପାଇଁ ଆସିନାହିଁ, କିନ୍ତୁ ଏଠାରେ ଯେଉଁ ସମସ୍ୟା ଅଛି, ଯେପରିକି ରାତ୍ରି ଯାତ୍ରା ଉପରେ ପ୍ରତିବନ୍ଧ, ମାନବ – ପଶୁ ସଂର୍ଘଷ ଓ ଚିକିତ୍ସା ସୁବିଧାର ଅଭାବ ଆଦିକୁ ସମାଧାନ କରିବାକୁ ଆସିଛି।’ ରାହୁଲ୍‌ ଗାନ୍ଧି ଏଠାରେ ଉପସ୍ଥିତ ହଜାର ହଜାର ଜନତାଙ୍କୁ ଦେଖି କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀଙ୍କ ପରି ନୁହଁନ୍ତି… ସେ ଏଠାକୁ କିଛି କହିବା ପାଇଁ ଆସିନାହାନ୍ତି ଯେ, ଆପଣଙ୍କୁ ଦୁଇ କୋଟିର ଚାକିରି ଦିଆଯିବ, ଆପଣଙ୍କ ଖାତାକୁ ୧୫ ଲକ୍ଷଟଙ୍କା ଆସିବ। ସେ କୃଷକଙ୍କୁ ଯାହା ଦରକାର, ସେଇଟା ହିଁ କରିବେ, ସେ ମିଛ କହୁନାହାନ୍ତି, କାରଣ ସେ ଆପଣଙ୍କ ବୁଦ୍ଧିକୁ ସମ୍ମାନ କରନ୍ତି।’ ସେ କିଛି ମାସର ସମ୍ପର୍କ ଚାହାଁନ୍ତି ନାହିଁ, ବରଂ ପୂରା ଜୀବନ ପାଇଁ ସାଥ୍‌ ଚାହାନ୍ତି। ସେ ଓ୍ବାୟନାଡ଼ର ପ୍ରତ୍ୟେକ ଭାଇ ଭଉଣୀଙ୍କର ଭାଇ ଓ ମାତା ପିତାଙ୍କର ପୁଅ ପରି ରହିବାକୁ ଚାହାଁନ୍ତି ବୋଲି ରାହୁଲ୍‌ କହିଛନ୍ତି। ସେ ଏହି ସ୍ଥାନରୁ ପ୍ରତିନିଧିତ୍ବ କରୁଛନ୍ତି, କାରଣ ଏହା ଏକ ସୁବୁଠୁ ସୁନ୍ଦର ସ୍ଥାନ। ଏଠାରେ ଭିନ୍ନ ଭିନ୍ନ ବିଚାର, ଭିନ୍ନ ସଂସ୍କୃତିର ପ୍ରତୀକ ଅଛି। କେରଳ ଓ ଓ୍ବାୟନାଡରୁ ବହୁତ କିଛି ଶିଖିବାକୁ ରହିଛି ବୋଲି ରାହୁଲ୍‌ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026
Latest News

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026

ପରୀକ୍ଷା କେନ୍ଦ୍ରକୁ ଯିବା ହେବ ସହଜ, NEET ପ୍ରାର୍ଥୀଙ୍କୁ ମାଗଣା ବସ୍ ସୁବିଧା

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.