ରାଜ୍ୟରେ ଆଜି ଚିହ୍ନଟ ହେଲେ ୪୩୩ ଜଣ ନୂଆ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଜଣ

Published: Oct 26, 2021, 11:05 am IST

ଭୁବନେଶ୍ୱର: ରାଜ୍ୟରେ ଆଜି ୪୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସ ମଧ୍ୟରେ ୬୪ ଜଣ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରୁ ୧୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଜଣପଡିଛି। ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା…

୧- ଅନୁଗୁଳ ଜିଲ୍ଲାରୁ – ୪
୨- ବାଲେଶ୍ୱର ଜିଲ୍ଲାରୁ – ୮
୩- ବରଗଡ ଜିଲ୍ଲାରୁ- ୬

୪- ଭଦ୍ରକ ଜିଲ୍ଲାରୁ – ୭
୫- ବଲାଙ୍ଗୀରି ଜିଲ୍ଲାରୁ- ୧

୬- କଟକ ଜିଲ୍ଲାରୁ – ୩୬
୭- ଦେବଗଡ଼ ଜିଲ୍ଲାରୁ – ୮
୮- ଢେଙ୍କାନାଳ ଜିଲ୍ଲାରୁ – ୧
୯- ଗଞ୍ଜାମ ଜିଲ୍ଲାରୁ – ୨
୧୦- ଜଗତସିଂହପୁର ଜିଲ୍ଲାରୁ – ୧୪
୧୧- ଯାଜପୁର ଜିଲ୍ଲାରୁ – ୮
୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୧
୧୩- କଳାହାଣ୍ଡି ଜିଲ୍ଲାରୁ ୨

୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୧୧
୧୫- ଖୋର୍ଦ୍ଧାରୁ- ୨୦୭
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୧୫
୧୭- ନୟାଗଡ଼ ଜିଲ୍ଲାରୁ – ୪
୧୮- ନୂଆପଡ଼ା ଜିଲ୍ଲାରୁ – ୯
୧୯- ପୁରୀ ଜିଲ୍ଲାରୁ – ୮
୨୦- ରାୟଗଡ଼ା ଜିଲ୍ଲାରୁ – ୨
୨୧- ସମ୍ବଲପୁର ଜିଲ୍ଲାରୁ – ୧୭
୨୨- ସୋନପୁର ଜିଲ୍ଲାରୁ – ୧
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨
୨୪- ଷ୍ଟେଟ ପୁଲ – ୪୯

Related posts