ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୪୯ ଜଣ ନୂଆ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୯୬ ଜଣ

Published: Oct 27, 2021, 12:05 pm IST

ଭୁବନେଶ୍ବର:  ଆଜି ରାଜ୍ୟରେ ୫୪୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୧୮ ଜଣ ଏବଂ ସ୍ଥାନୀୟ ସଂକ୍ରାମଣରୁ୨୩୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

୧- ଅନୁଗୁଳ ଜିଲ୍ଲାରୁ – ୨
୨- ବାଲେଶ୍ୱର ଜିଲ୍ଲାରୁ – ୧୨
୩- ବରଗଡ଼ ଜିଲ୍ଲାରୁ – ୨
୪- ଭଦ୍ରକ ଜିଲ୍ଲାରୁ – ୪
୫- ବଲାଙ୍ଗୀର ଜିଲ୍ଲାରୁ – ୧
୬- କଟକ ଜିଲ୍ଲାରୁ – ୫୦
୭- ଦେବଗଡ଼ ଜିଲ୍ଲାରୁ – ୮
୮- ଢେଙ୍କାନାଳ ଜିଲ୍ଲାରୁ – ୬
୯- ଜଗତସିଂହପୁର ଜିଲ୍ଲାରୁ – ୯
୧୦- ଯାଜପୁର ଜିଲ୍ଲାରୁ – ୧୩
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୨- କଳାହାଣ୍ଡି ଜିଲ୍ଲାରୁ – ୪
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ –  ୭
୧୪- ଖୋର୍ଦ୍ଧାରୁ-୨୯୬
୧୫- କୋରାପୁଟ ଜିଲ୍ଲାରୁ – ୩
୧୬- ମୟୁରଭଞ୍ଜ ଜିଲ୍ଲାରୁ – ୧୩
୧୭- ନୟାଗଡ଼ ଜିଲ୍ଲାରୁ – ୧୦
୧୮- ନୂଆପଡ଼ା ଜିଲ୍ଲାରୁ – ୬
୧୯- ପୁରୀ ଜିଲ୍ଲାରୁ – ୯
୨୦- ରାୟଗଡ଼ା ଜିଲ୍ଲାରୁ – ୧
୨୧- ସମ୍ବଲପୁର ଜିଲ୍ଲାରୁ – ୧୬
୨୨- ସୋନପୁର ଜିଲ୍ଲାରୁ – ୧
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୭
୨୪- ଷ୍ଟେଟ ପୁଲରୁ- ୬୭

Related posts