ଆଜି ରାଜ୍ୟରେ ଚିହ୍ନଟ ହେଲେ ୪୧୨ ଜଣ ନୂଆ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୯ ଜଣ

Published: Oct 28, 2021, 11:11 am IST

ଭୁବନେଶ୍ବର:  ଆଜି ରାଜ୍ୟରେ ୪୧୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୩୭ ଜଣ ଏବଂ ସ୍ଥାନୀୟ ସଂକ୍ରାମଣ ୧୭୫  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

୧- ବାଲେଶ୍ୱର ଜିଲ୍ଲାରୁ – ୧୧

୨- ବରଗଡ଼ ଜିଲ୍ଲାରୁ – ୫

୩- ଭଦ୍ରକ ଜିଲ୍ଲାରୁ – ୬

୪- ବଲାଙ୍ଗୀର ଜିଲ୍ଲାରୁ – ୧

୫- କଟକ ଜିଲ୍ଲାରୁ – ୪୬

୬- ଦେବଗଡ଼ ଜିଲ୍ଲାରୁ – ୭

୭- ଢେଙ୍କାନାଳ ଜିଲ୍ଲାରୁ – ୪

୮- ଗଜପତି ଜିଲ୍ଲାରୁ- ୪

୯- ଗଞ୍ଜାମ ଜିଲ୍ଲାରୁ- ୨

୧୦- ଜଗତସିଂହପୁର ଜିଲ୍ଲାରୁ – ୧୦

୧୧- ଯାଜପୁର ଜିଲ୍ଲାରୁ – ୧୧

୧୨- ଝାରସୁଗୁଡ଼ା ଜିଲ୍ଲାରୁ – ୧

୧୩- କଳାହାଣ୍ଡି ଜିଲ୍ଲାରୁ – ୩

୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ –  ୧୦

୧୫- କେନ୍ଦୁଝର ଜିଲ୍ଲାରୁ- ୧

୧୬- ଖୋର୍ଦ୍ଧାରୁ-୧୮୯

୧୭- କୋରାପୁଟ ଜିଲ୍ଲାରୁ – ୨

୧୮- ମାଲକାନଗିରି ଜିଲ୍ଲାରୁ- ୧

୧୯- ମୟୁରଭଞ୍ଜ ଜିଲ୍ଲାରୁ – ୧୪

୨୦- ନୟାଗଡ଼ ଜିଲ୍ଲାରୁ – ୪

୨୧- ନୂଆପଡ଼ା ଜିଲ୍ଲାରୁ – ୬

୨୨- ପୁରୀ ଜିଲ୍ଲାରୁ – ୧୧

୨୩- ରାୟଗଡ଼ା ଜିଲ୍ଲାରୁ – ୪

୨୪- ସମ୍ବଲପୁର ଜିଲ୍ଲାରୁ – ୮

୨୫- ସୁନ୍ଦରଗଡ଼ ଜିଲ୍ଲାରୁ – ୭

୨୬- ଷ୍ଟେଟ ପୁଲରୁ- ୪୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୨୩୦ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୧୦୮ ଏବଂ ବର୍ତ୍ତମାନ ୪୭୪୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts