ଆଜି ରାଜ୍ୟରେ ଚିହ୍ନଟ ହେଲେ ୩୬୫ ଜଣ ନୂଆ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୫୭ ଜଣ

Published: Oct 29, 2021, 10:38 am IST

ଭୁବନେଶ୍ବର:  ଆଜି ରାଜ୍ୟରେ ୩୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୬ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୨ ଜଣ ଏବଂ ସ୍ଥାନୀୟ ସଂକ୍ରମଣ ୧୫୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

୧- ଅନୁଗୁଳ ଜିଲ୍ଲାରୁ- ୧

୨- ବାଲେଶ୍ୱର ଜିଲ୍ଲାରୁ – ୨

୩- ବରଗଡ଼ ଜିଲ୍ଲାରୁ – ୧

୪- ଭଦ୍ରକ ଜିଲ୍ଲାରୁ – ୭

୫- କଟକ ଜିଲ୍ଲାରୁ – ୩୪

୬- ଦେବଗଡ଼ ଜିଲ୍ଲାରୁ – ୬

୭- ଢେଙ୍କାନାଳ ଜିଲ୍ଲାରୁ – ୪

୮-  ଗଞ୍ଜାମ ଜିଲ୍ଲାରୁ- ୫

୯- ଜଗତସିଂହପୁର ଜିଲ୍ଲାରୁ – ୧୩

୧୦- ଯାଜପୁର ଜିଲ୍ଲାରୁ – ୧୦

୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୩

୧୨- କଳାହାଣ୍ଡି ଜିଲ୍ଲାରୁ – ୩

୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ –  ୨୦

୧୪- ଖୋର୍ଦ୍ଧାରୁ-୧୫୭

୧୫- କୋରାପୁଟ ଜିଲ୍ଲାରୁ – ୪

୧୬- ମାଲକାନଗିରି ଜିଲ୍ଲାରୁ- ୧

୧୭- ମୟୁରଭଞ୍ଜ ଜିଲ୍ଲାରୁ – ୨୩

୧୮- ନୟାଗଡ଼ ଜିଲ୍ଲାରୁ – ୧

୧୯- ନୂଆପଡ଼ା ଜିଲ୍ଲାରୁ – ୩

୨୦- ପୁରୀ ଜିଲ୍ଲାରୁ – ୧୦

୨୧- ରାୟଗଡ଼ା ଜିଲ୍ଲାରୁ – ୧

୨୨- ସମ୍ବଲପୁର ଜିଲ୍ଲାରୁ – ୧୦

୨୩- ସୋନପୁର ଜିଲ୍ଲାରୁ- ୧

୨୪- ସୁନ୍ଦରଗଡ଼ ଜିଲ୍ଲାରୁ – ୮

୨୫- ଷ୍ଟେଟ ପୁଲରୁ- ୩୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୦ ହଜାର ୫୯୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୭ ହଜାର ୬୫୪ ଏବଂ ବର୍ତ୍ତମାନ ୪୫୬୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts