ଆଜି ରାଜ୍ୟରେ ଚିହ୍ନଟ ହେଲେ ୪୮୮ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

Published: Oct 31, 2021, 11:08 am IST

ଭୁବନେଶ୍ବର:  ଆଜି ରାଜ୍ୟରେ ୪୮୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୮୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୦୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

– ଅନୁଗୁଳ ଜିଲ୍ଲାରୁ- ୧

– ବାଲେଶ୍ୱର ଜିଲ୍ଲାରୁ – ୫

– ଭଦ୍ରକ ଜିଲ୍ଲାରୁ – ୩

– କଟକ ଜିଲ୍ଲାରୁ – ୫୪

– ଦେବଗଡ଼ ଜିଲ୍ଲାରୁ – ୨

– ଢେଙ୍କାନାଳ ଜିଲ୍ଲାରୁ – ୫

– ଗଜପତି ଜିଲ୍ଲାରୁ- ୫

– ଗଞ୍ଜାମ ଜିଲ୍ଲାରୁ- ୮

– ଜଗତସିଂହପୁର ଜିଲ୍ଲାରୁ – ୯

– ଯାଜପୁର ଜିଲ୍ଲାରୁ – ୯

– ଝାରସୁଗୁଡ଼ା ଜିଲ୍ଲାରୁ – ୩

– କଳାହାଣ୍ଡି ଜିଲ୍ଲାରୁ – ୨

– କେନ୍ଦ୍ରାପଡ଼ା ଜିଲ୍ଲାରୁ –  ୮

– କେନ୍ଦୁଝର ଜିଲ୍ଲାରୁ- ୧

– ଖୋର୍ଦ୍ଧାରୁ- ୨୫୦

– ମୟୁରଭଞ୍ଜ ଜିଲ୍ଲାରୁ – ୨୨

– ନୟାଗଡ଼ ଜିଲ୍ଲାରୁ – ୧

– ନୂଆପଡ଼ା ଜିଲ୍ଲାରୁ – ୧

– ପୁରୀ ଜିଲ୍ଲାରୁ – ୧୫

– ରାୟଗଡା ଜିଲ୍ଲାରୁ- ୬

– ସମ୍ବଲପୁର ଜିଲ୍ଲାରୁ – ୧୩

– ସୁନ୍ଦରଗଡ଼ ଜିଲ୍ଲାରୁ – ୧୩

– ଷ୍ଟେଟ ପୁଲରୁ- ୫୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୧ ହଜାର ୪୫୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୬୯୭ ଏବଂ ବର୍ତ୍ତମାନ ୪୩୭୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts