ଆଜି ରାଜ୍ୟରେ ଚିହ୍ନଟ ହେଲେ ୩୧୮ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

Published: Nov 7, 2021, 10:46 am IST

ଭୁବନେଶ୍ବର:  ଆଜି ରାଜ୍ୟରେ ୩୧୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୩୨  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

– ଅନୁଗୁଳ ଜିଲ୍ଲାରୁ- ୪

– ବାଲେଶ୍ୱର ଜିଲ୍ଲାରୁ – ୧୪

– ଭଦ୍ରକ ଜିଲ୍ଲାରୁ – ୬

– ବଲାଙ୍ଗୀରି ଜିଲ୍ଲାରୁ- ୩

– କଟକ ଜିଲ୍ଲାରୁ – ୩୧

– ଦେବଗଡ ଜିଲ୍ଲାରୁ- ୧

– ଢେଙ୍କାନାଳ ଜିଲ୍ଲାରୁ – ୧

– ଗଜପତି ଜିଲ୍ଲାରୁ- ୨

– ଗଞ୍ଜାମ ଜିଲ୍ଲାରୁ- ୪

– ଜଗତସିଂହପୁର ଜିଲ୍ଲାରୁ – ୭

– ଯାଜପୁର ଜିଲ୍ଲାରୁ – ୮

– ଝାରସୁଗୁଡ଼ା ଜିଲ୍ଲାରୁ – ୨

– କଳାହାଣ୍ଡି ଜିଲ୍ଲାରୁ – ୧

– କେନ୍ଦ୍ରାପଡ଼ା ଜିଲ୍ଲାରୁ –  ୬

– କେନ୍ଦୁଝର ଜିଲ୍ଲାରୁ- ୨

– ଖୋର୍ଦ୍ଧାରୁ- ୧୩୯

– କୋରାପୁଟ ଜିଲ୍ଲାରୁ- ୫

– ମାଲକାନଗିରି ଜିଲ୍ଲାରୁ- ୪

– ମୟୁରଭଞ୍ଜ ଜିଲ୍ଲାରୁ – ୪

– ନୟାଗଡ଼ ଜିଲ୍ଲାରୁ – ୧

– ପୁରୀ ଜିଲ୍ଲାରୁ – ୯

– ରାୟଗଡା ଜିଲ୍ଲାରୁ- ୨

– ସମ୍ବଲପୁର ଜିଲ୍ଲାରୁ – ୨୧

– ସୁନ୍ଦରଗଡ଼ ଜିଲ୍ଲାରୁ – ୧୦

– ଷ୍ଟେଟ ପୁଲରୁ- ୩୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୪୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୧ ହଜାର ୮୫୦ ଏବଂ ବର୍ତ୍ତମାନ ୩୨୦୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts