ଆଜି ରାଜ୍ୟରେ ଚିହ୍ନଟ ହେଲେ ୨୯୬ ଜଣ ନୂଆ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

Published: Nov 9, 2021, 10:44 am IST

ଭୁବନେଶ୍ବର:  ଆଜି ରାଜ୍ୟରେ ୨୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୫୮ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୨୨  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

– ବାଲେଶ୍ୱର ଜିଲ୍ଲାରୁ – ୪

– ଭଦ୍ରକ ଜିଲ୍ଲାରୁ – ୪

– ବଲାଙ୍ଗୀରି ଜିଲ୍ଲାରୁ- ୨

– କଟକ ଜିଲ୍ଲାରୁ – ୨୩

– ଦେବଗଡ ଜିଲ୍ଲାରୁ- ୫

– ଢେଙ୍କାନାଳ ଜିଲ୍ଲାରୁ – ୧

– ଗଜପତି ଜିଲ୍ଲାରୁ- ୧୦

– ଜଗତସିଂହପୁର ଜିଲ୍ଲାରୁ – ୩

– ଯାଜପୁର ଜିଲ୍ଲାରୁ – ୧୪

– ଝାରସୁଗୁଡା ଜିଲ୍ଲାରୁ- ୧

– କେନ୍ଦ୍ରାପଡ଼ା ଜିଲ୍ଲାରୁ – ୧

– ଖୋର୍ଦ୍ଧାରୁ- ୧୫୨

– କୋରାପୁଟ ଜିଲ୍ଲାରୁ- ୧

– ମାଲକାନଗିରି ଜିଲ୍ଲାରୁ- ୪

– ମୟୁରଭଞ୍ଜ ଜିଲ୍ଲାରୁ – ୪

– ନବରଙ୍ଗପୁର ଜିଲ୍ଲାରୁ- ୧

– ନୟାଗଡ଼ ଜିଲ୍ଲାରୁ – ୧

– ପୁରୀ ଜିଲ୍ଲାରୁ – ୧

– ରାୟଗଡା ଜିଲ୍ଲାରୁ- ୧

– ସମ୍ବଲପୁର ଜିଲ୍ଲାରୁ – ୪

– ସୁନ୍ଦରଗଡ଼ ଜିଲ୍ଲାରୁ – ୨୩

– ଷ୍ଟେଟ ପୁଲରୁ- ୩୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୪୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୫୬୬ ଏବଂ ବର୍ତ୍ତମାନ ୩୦୫୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts