Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନୀ ରାଲିରେ ହାର୍ଦ୍ଦିକଙ୍କୁ ଚାପୁଡା
ଆଜିର ଖବର

ନିର୍ବାଚନୀ ରାଲିରେ ହାର୍ଦ୍ଦିକଙ୍କୁ ଚାପୁଡା

April 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଟିଦାର ଆନ୍ଦୋଳନରୁ କଂଗ୍ରେସ ନେତା ବନିଥିବା ହାର୍ଦ୍ଦିକ ପଟେଲଙ୍କୁ ଏକ ନିର୍ବାଚନୀ ସଭାରେ ଆକ୍ରମଣ କରାଯାଇଛି। ଗୁଜରାତର ସୁରେନ୍ଦ୍ରେ ନଗରରେ ଏକ ଜନ ଆକ୍ରୋଶ ସଭାକୁ ସମ୍ବୋଧି୍ତ କରୁଥିବା ବେଳେ ହାର୍ଦ୍ଦିକଙ୍କ ଉପରେ ଏହି ଆକ୍ରମଣ କରାଯାଇଛି। ପ୍ରକାଶିତ ଭିଡିଓ ଅନୁଯାୟୀ ଭାଷଣ ଦେଉଥିବାକ ସମୟରେ ଜଣେ ବ୍ୟକ୍ତି ଷ୍ଟେଜ୍‌ ଉପରକୁ ଚଢିଯାଇ ହାର୍ଦ୍ଦିକଙ୍କୁ ଚାପୁଡା ମାରିଥିଲେ। ପରେ ହାର୍ଦ୍ଦିକଙ୍କ ସହିତ ଯୁକ୍ତିତର୍କ ପରେ କଂଗ୍ରେସ କର୍ମୀ ତାଙ୍କୁ ଆକ୍ରମଣ କରିଥିଲେ। ପୋଲିସ ଆକ୍ରମଣ କାରୀ ଯୁବକଙ୍କୁ ଗିରଫ କରି ନେଇଛି। ଆକ୍ରମଣର କାରଣ ଜଣା ପଡି ନଥିଲେ ମଧ୍ୟ ଏହାକୁ ବିଜେପି ପ୍ରରୋଚିତ ଆକ୍ରମଣ ବୋଲି କହିଛନ୍ତି ହାର୍ଦ୍ଦିକ।

Share. Facebook Twitter LinkedIn Email WhatsApp Copy Link

Related Posts

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ବିକ୍ରମ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

August 31, 2026

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ: ପଶ୍ଚିମ ଓଡ଼ିଶା ପାଇଁ ରେଡ୍‌ ଆଲର୍ଟ

August 31, 2026

“ଆମେ କ୍ଷମତାକୁ ଆସିବା ମାତ୍ରେ ୟୁସିସିକୁ ଉଚ୍ଛେଦ କରିବୁ”: କଂଗ୍ରେସର ବଡ଼ ଦାବି

August 31, 2026

CJPକୁ ବଡ଼ ଆଶ୍ବସ୍ତି: ପଦଯାତ୍ରା ରୋକିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

August 31, 2026
Latest News

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ବିକ୍ରମ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ସର୍ତ୍ତମୂଳକ ଜାମିନ

August 31, 2026

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ: ପଶ୍ଚିମ ଓଡ଼ିଶା ପାଇଁ ରେଡ୍‌ ଆଲର୍ଟ

August 31, 2026

“ଆମେ କ୍ଷମତାକୁ ଆସିବା ମାତ୍ରେ ୟୁସିସିକୁ ଉଚ୍ଛେଦ କରିବୁ”: କଂଗ୍ରେସର ବଡ଼ ଦାବି

August 31, 2026

CJPକୁ ବଡ଼ ଆଶ୍ବସ୍ତି: ପଦଯାତ୍ରା ରୋକିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

August 31, 2026

ମ୍ୟାଲେରିଆ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

August 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.