Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୋ ହେଲିକପ୍ଟର ସଟ୍‌କୁ ଧୋନୀ ପସନ୍ଦ କରିଛନ୍ତି : ହାର୍ଦ୍ଦିକ
ଆଜିର ଖବର

ମୋ ହେଲିକପ୍ଟର ସଟ୍‌କୁ ଧୋନୀ ପସନ୍ଦ କରିଛନ୍ତି : ହାର୍ଦ୍ଦିକ

April 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜର ଟ୍ରେଡମାର୍କ ହେଲିକପ୍ଟର ସଟ୍ ପାଇଁ ପ୍ରସିଦ୍ଧ । ନିକଟରେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ହେଲିକପ୍ଟର ସଟ୍‌ ଖେଳିଥିଲେ । କାଗିସୋ ରବାଡାଙ୍କୁ ମାରିଥିବା ସଟ୍‌ରେ ୬ ରନ୍‌ ହାସଲ କରିଥିଲେ ହାର୍ଦ୍ଦିକ୍‌ । ଏହା ପରେ ହାର୍ଦ୍ଦିକ କହିଛନ୍ତି ‘ମୋ ହେଲିକପ୍ଟର ସଟ୍‌କୁ ଧୋନୀ ପସନ୍ଦ କରିଛନ୍ତି’ । ଚଳିତ ଆଇପିଏଲ୍‌ରେ ପାଣ୍ଡ୍ୟା ଚମତ୍କାର ଫର୍ମରେ ଅଛନ୍ତି । ୨୧୮ ରନ୍‌ ସଂଗ୍ରହ କରିଥିବା ବେଳେ ଅବିଶ୍ବସନୀୟ ୧୯୪.୬୪ ର ଷ୍ଟ୍ରାଇକ୍‌ ରେଟ୍‌ ହାସଲ କରିଛନ୍ତି । ଏହି ମ୍ୟାଚ୍‌ରେ ହାର୍ଦ୍ଦିକ୍‌ ୧୫ ବଲ୍‌ରୁ ୩୨ ରନ୍‌ ସଂଗ୍ରହ କରିଥିବା ବେଳେ ମୁମ୍ବାଇ ୪୦ ରନ୍‌ରେ ବିଜୟୀ ହୋଇଥିଲା । ଧୋନୀଙ୍କ ହେଲିକପ୍ଟର ସଟ୍‌ ମୁଁ ନେଟ୍ସରେ ଅଭ୍ୟାସ କରେ ମାତ୍ର ମ୍ୟାଚ୍‌ରେ ଖେଳିବା ନିହାତି କଷ୍ଟସାଧ୍ୟ ଥିଲା । ଏହି ସଟ୍‌ ପରେ ବଢିଆ ଭାବରେ ସଟ୍‌ ଖେଳିଥିବା ନେଇ ଧୋନୀ କହିଥିବା ପ୍ରକାଶ୍ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।

( ମୋବାଇଲରେ ଫଟାଫଟ୍ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ  SANKHIPTA  ଆପ, ପରେ ସ୍କ୍ରିନକୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)

Share. Facebook Twitter LinkedIn Email WhatsApp Copy Link

Related Posts

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026
Latest News

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026

ଓଡ଼ିଆ କାବ୍ୟ ପୁରାଣ “ନୃସିଂହାବତାରମ୍” ଉନ୍ମୋଚିତ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.