Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ୬ ଯୋଡ଼ା ଟ୍ରେନ୍ ହେବ ବାତିଲ୍
ଆଜିର ଖବର

ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ୬ ଯୋଡ଼ା ଟ୍ରେନ୍ ହେବ ବାତିଲ୍

December 3, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ରେଳ
ବଡ ସଂଖ୍ୟକ ପଦବୀ ପାଇଁ ନିଯୁକ୍ତି ଘୋଷଣା କଲା ରେଳବାଇ: ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଭୁବନେଶ୍ଵର: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇର ବେଲପାହାଡ ଏବଂ ହିମଗୀର୍ ରେଳ ବିଭାଗ ମଧ୍ୟରେ ଚତୁର୍ଥ ଲାଇନ ସଂଯୋଗ କାର୍ଯ୍ୟକ୍ଷମ କରିବା ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ୬ ଯୋଡ଼ା ଟ୍ରେନ୍ ବାତିଲ୍ ରହିବ।

୧- ୨୦୯୧୭/୨୦୯୧୮ ଇନ୍ଦୋର- ପୁରୀ- ଇନ୍ଦୋର ଏକ୍ସପ୍ରେସ ଟ୍ରେନ୍ ଡିସେମ୍ବର ୭ ତାରିଖରେ ଇନ୍ଦୋରରୁ ଏବଂ ଡିସେମ୍ବର ୯ ତାରିଖ ୨୦୨୧ ରେ ପୁରୀ ରୁ ବାତିଲ୍ ରହିବ।

୨- ୨୨୯୦୯/୨୨୯୧୦ ଭାଲସାଡ- ପୁରୀ- ଭାଲସାଡ ସୁପରଫାଷ୍ଟ ଟ୍ରେନ୍ ଭାଲସାଡରୁ ଡିସେମ୍ବର ୯ ତାରିଖ ଏବଂ ଡିସେମ୍ବର ୧୨ ତାରିଖ ୨୦୨୧ ରେ ପୁରୀରୁ ବାତିଲ ରହିବ।

୩- ୨୦୪୭୧/୨୯୪୭୨ ବିକାନେର- ପୁରୀ- ବିକାନେର ଏକ୍ସପ୍ରେସ ଟ୍ରେନ  ଡିସେମ୍ବର ୫ ତାରିଖରେ ବିକାନେର ଜଙ୍କ୍ସନରୁ ଏବଂ ଡିସେମ୍ବର ୮  ତାରିଖ ୨୦୨୧ ରେ ପୁରୀରୁ ବାତିଲ ରହିବ।

୪- ୨୨୮୬୬/୨୨୮୬୫ ପୁରୀ- ଲୋକାମାନ୍ୟତିଳକ- ପୁରୀ ସୁପରଫାଷ୍ଟ ଟ୍ରେନ୍  ଡିସେମ୍ବର ୭ ତାରିଖରେ ପୁରୀରୁ ଏବଂ ଡିସେମ୍ବର ୯ ତାରିଖ ୨୦୨୧ ରେ ଲୋକାମାନ୍ୟତିଳକରୁ ବାତିଲ୍ ରହିବ।

୫- ୧୨୮୮୦/୧୨୮୭୯ ଭୁବନେଶ୍ୱର- ଲୋକାମାନ୍ୟତିଳକ- ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ ଭୁବନେଶ୍ୱର ଠାରୁ ୬ ତାରିଖ ଓ ଡିସେମ୍ବର ୯ ତାରିଖ ଏବଂ ଲୋକାମାନ୍ୟତିଳକରୁ ତା ୮ ତାରିଖ ଓ ଡିସେମ୍ବର ୧୧ ତାରିଖ ୨୦୨୧ ରେ ବାତିଲ ରହିବ।

୬- ୨୦୮୦୭/୨୦୮୦୮ ବିଶାଖାପାଟନମ- ଅମୃତସର- ବିଶାଖାପାଟନମ ସୁପରଫାଷ୍ଟ ଟ୍ରେନ୍ ବିଶାଖାପାଟନମରୁ ୬ ତାରିଖ ଏବଂ ଡିସେମ୍ବର ୯ ତାରିଖରେ ଏବଂ ଅମୃତସରରୁ ୮ ତାରିଖ ଏବଂ ଡିସେମ୍ବର ୧୧ ତାରିଖ ୨୦୨୧ ରେ ବାତିଲ ରହିବ।

ଗୁରୁତ୍ୱପୂର୍ଣ୍ଣ ସୂଚନା
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026

କେନ୍ଦ୍ର ବଜେଟ୍ 2026-27 ର ମୁଖ୍ୟାଂଶ

February 1, 2026
Latest News

କେନ୍ଦ୍ରୀୟ ବଜେଟ୍: ମେଡିକାଲ୍ ଟୁରିଜିମ୍ ପ୍ରୋତ୍ସାହନ ପାଇଁ ପ୍ରତିଷ୍ଠା ହେବ ୫ ଆଞ୍ଚଳିକ ମେଡିକାଲ୍ ହବ୍

February 1, 2026

କେନ୍ଦ୍ରୀୟ ବଜେଟ୍ ରେ କ୍ରୀଡ଼ା ସାମଗ୍ରୀ ଉତ୍ପାଦନ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ

February 1, 2026

୨୦୨୬ -୨୭ ଆର୍ଥିକ ବର୍ଷ ପାଇଁ ୧୨.୨ ଲକ୍ଷ କୋଟି  ଟଙ୍କା ସାର୍ବଜନୀନ ପୁଞ୍ଜି ବ୍ୟୟ ପ୍ରସ୍ତାବିତ

February 1, 2026

କେନ୍ଦ୍ର ବଜେଟ୍ 2026-27 ର ମୁଖ୍ୟାଂଶ

February 1, 2026

ପୂର୍ବ ଭାରତ ସମେତ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଚଳିତ ବଜେଟ: ଧର୍ମେନ୍ଦ୍ର ପ୍ରଧାନ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.