Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପଦପୂର୍ଣ୍ଣ ଦେଶରୁ ଓଡିଶା ଆସିଥିବା  ୪ ଯାତ୍ରୀ କରୋନା ପଜିଟିଭ
ଆଜିର ଖବର

ବିପଦପୂର୍ଣ୍ଣ ଦେଶରୁ ଓଡିଶା ଆସିଥିବା  ୪ ଯାତ୍ରୀ କରୋନା ପଜିଟିଭ

December 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଏବେ କରୋନାର ନୂଆ ଭାରିଆଣ୍ଟ ଓମକ୍ରିନକୁ ନେଇ ସାରା ବିଶ୍ଵ ଭୟଭୀତ ଅଛି। ଦେଶରୁ ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଓଡିଶା ସରକାର ମଧ୍ୟ ଏହାକୁ ନେଇ କଡା ନଜର ରଖିଛନ୍ତି। ସେଥିପାଇଁ ବିଦେଶରୁ ଓଡିଶା ଆସୁଥିବା ଯାତ୍ରୀମାନଙ୍କ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି। ସମସ୍ତ ବିମାନଯାତ୍ରୀଙ୍କୁ ବିମାନବନ୍ଦରରେ ରୋକାଯାଇ କୋଭିଡ ପରୀକ୍ଷା କରାଯାଉଛି।

ତେବେ ବିପଦପୂର୍ଣ୍ଣ ଦେଶରୁ ଆସିଥିବା ୪ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦେଶଗୁଡିକରୁ ମୋଟ ୯୮୨ ଜଣ ଯାତ୍ରୀ ଆସିଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ୯୮୨ ଜଣ ଯାତ୍ରୀ ଓଡ଼ିଶାକୁ ଆସିଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସେମାନଙ୍କ ନମୁନା ଜେନମ ସିକ୍ଵେନସିଂ ପାଇଁ ପଠାଯାଇଛି। ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

କରୋନା ପଜିଟିଭ ଜେନମ ସିକ୍ଵେନସିଂ ନୂଆ ଭାରିଆଣ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ନୋଏଡା ବାସଭବନରୁ ପୂର୍ବତନ ଦିଲ୍ଲୀ ମୁଖ୍ୟ ସଚିବଙ୍କ ମୃତଦେହ ଉଦ୍ଧାର

September 8, 2026

ବନ୍ୟା ବିଭୀଷିକା ମଧ୍ୟରେ ନେପାଳରେ ଭୂମିକମ୍ପ

September 8, 2026

ଗୋଟିଏ ଶବ୍ଦରେ ବିରୋଧୀଙ୍କୁ ଟାର୍ଗେଟ୍! ‘ନାରାଜ ଫୁଫା’କୁ ନେଇ ରାଜନୀତିରେ ନୂଆ ଝଡ଼

September 8, 2026

ବସୁନ୍ଧରା ଯୋଜନାରେ ୩୪,୨୫୧ ହିତାଧିକାରୀଙ୍କୁ ଦିଆଯାଇଛି ଜମି: ରାଜସ୍ୱ ମନ୍ତ୍ରୀ

September 8, 2026
Latest News

ନୋଏଡା ବାସଭବନରୁ ପୂର୍ବତନ ଦିଲ୍ଲୀ ମୁଖ୍ୟ ସଚିବଙ୍କ ମୃତଦେହ ଉଦ୍ଧାର

September 8, 2026

ବନ୍ୟା ବିଭୀଷିକା ମଧ୍ୟରେ ନେପାଳରେ ଭୂମିକମ୍ପ

September 8, 2026

ଗୋଟିଏ ଶବ୍ଦରେ ବିରୋଧୀଙ୍କୁ ଟାର୍ଗେଟ୍! ‘ନାରାଜ ଫୁଫା’କୁ ନେଇ ରାଜନୀତିରେ ନୂଆ ଝଡ଼

September 8, 2026

ବସୁନ୍ଧରା ଯୋଜନାରେ ୩୪,୨୫୧ ହିତାଧିକାରୀଙ୍କୁ ଦିଆଯାଇଛି ଜମି: ରାଜସ୍ୱ ମନ୍ତ୍ରୀ

September 8, 2026

ଜର୍ମାନୀରେ ଭୋଟରଙ୍କ ‘ରାଇଟ୍ ମୁଡ୍’, ୟୁରୋପରେ ଆରମ୍ଭ ହେଲା କି ନୂଆ ରାଜନୈତିକ ଯୁଗ?

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.