Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁନିୟର କ୍ଲର୍କଙ୍କ ଦୁଇଟି ଦୁଇ ମହଲା ଘର ଉପରେ ଭିଜିଲାନସ ଚଢାଉ
ଆଜିର ଖବର

ଜୁନିୟର କ୍ଲର୍କଙ୍କ ଦୁଇଟି ଦୁଇ ମହଲା ଘର ଉପରେ ଭିଜିଲାନସ ଚଢାଉ

December 30, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜୁନିୟର କ୍ଲର୍କଙ୍କ ଦୁଇଟି ଦୁଇ ମହଲା ଘର ଉପରେ ଭିଜିଲାନସ ଚଢାଉ, ଜାଣନ୍ତୁ ଆଉ କଣ ଅଛି

ବ୍ରହ୍ମପୁର: ଆଜି ସକାଳୁ ବ୍ରହ୍ମପୁର ଭିଜିଲାନ୍ସ ଏକ ଚଢାଉ କରି କିଛି ଆୟ ବହିଃଭୂତ ସଂପତ୍ତି ଠାବ କରିବାରେ ସଫଳ ହୋଇଛି। ଏହି ଚଢାଉ ଆର ଆଣ୍ଡ ବି ଡିଭିଜନର ଜୁନିୟର କ୍ଲର୍କ କାମରାଜୁ ଦାସଙ୍କ ଘରେ କରାଯାଇଛି। ଏଥିରେ ଦୁଇଜଣ ଡିଏସପି, 5 ଜଣ ଇନସ୍ପିକ୍ଟର ସହ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ବର୍ତ୍ତମାନ ସୁଦ୍ଧା ତାଙ୍କର ଘରେ ଚଢାଉ ଜାରି ରହିଥିବାରୁ ସଂପୂର୍ଣ୍ଣ ସଂପତ୍ତି ଆକଳନ କରାଯାଇ ପାରି ନାହିଁ। ତେବେ ତାଙ୍କର ଦୁଇଟି ଦୁଇ ମହଲା କୋଠା ଉପରେ ଏକ କାଳୀନ ଚଢାଉ କରାଯାଇଛି। ସେହିପରି ତାଙ୍କର ବ୍ରହ୍ମପୁର ଆଙ୍କୁଲି ସହିତ ଆର ଆଣ୍ଡ ବି ଅଫିସରେ ମଧ୍ୟ ଏହି ଚଢାଉ ଜାରି ରହିଛି। ଆଜି  ସଂଧ୍ୟାରେ ସଂପତ୍ତି ବିବରଣୀ ଆସିବ ବୋଲି ଜଣାପଡିଛି।

ଆର ଆଣ୍ଡ ବି ଭିଜିଲାନସ୍
Share. Facebook Twitter LinkedIn Email WhatsApp Copy Link

Related Posts

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026

ବିସ୍ଫୋରକ କାରଖାନାରେ ବଡ ବିସ୍ଫୋରଣ: ୧୫ ମୃତ, ଅନେକ ଶ୍ରମିକ ଆହତ

March 1, 2026

ଆସନ୍ତାକାଲିଠାରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

March 1, 2026

ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ

March 1, 2026
Latest News

ଖାମେନେଇଙ୍କ ମୃତ୍ୟୁକୁ ନେଇ କାଶ୍ମୀରରେ ଉତ୍ତେଜନା: ଲାଲ ଚୌକରେ ସମର୍ଥକଙ୍କ ପ୍ରତିବାଦ

March 1, 2026

ବିସ୍ଫୋରକ କାରଖାନାରେ ବଡ ବିସ୍ଫୋରଣ: ୧୫ ମୃତ, ଅନେକ ଶ୍ରମିକ ଆହତ

March 1, 2026

ଇସ୍ରାଏଲ-ଆମେରିକା ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ: ନିଶ୍ଚିତ କଲା ଗଣମାଧ୍ୟମ

March 1, 2026

ଆସନ୍ତାକାଲିଠାରୁ ଜୀ ସାର୍ଥକରେ ମେଗା ଧାରାବାହିକ ‘କିଛି ସତ କିଛି ମିଛ’ର ଶୁଭାରମ୍ଭ

March 1, 2026

ଗ୍ଲୋବାଲ୍ ଏଆଇ ଭାଇବ୍ରାନ୍ସି ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଭାରତ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.