Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»BREAKING NEWS : ରାଜ୍ୟର ୮୧୦୨ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରି ହେଲା ନିୟମିତ
ଆଜିର ଖବର

BREAKING NEWS : ରାଜ୍ୟର ୮୧୦୨ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରି ହେଲା ନିୟମିତ

January 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ଆଜି ନୂତନ ବର୍ଷ ଅବସରରେ ରାଜ୍ୟ ସରକାର କନିଷ୍ଠ ଶିକ୍ଷକଙ୍କ ପାଇଁ ଆଣିଛନ୍ତି ଏକ ଖୁସି ଖବର। ଶେଷରେ ରାଜ୍ୟ ସରକାର ୮୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ଚାକିରିକୁ ନିୟମିତ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟସୀମାକୁ କୋହଳ କରିଥିବାରୁ ୪୦ ହଜାର ୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ପାରିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି ।

କନିଷ୍ଠ ଶିକ୍ଷକ
Share. Facebook Twitter LinkedIn Email WhatsApp Copy Link

Related Posts

ମହାଶିବରାତ୍ରୀ ଉପଲକ୍ଷେ ଚିଲିକାର ବିଭିନ୍ନ ଶୈବପୀଠ ଦର୍ଶନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

February 15, 2026

IND vs PAK ମ୍ୟାଚ୍ ପାଇଁ ଶ୍ରୀଲଙ୍କାରୁ ଆସିଲା ଖୁସି ଖବର: ଜାଣନ୍ତୁ ଖେଳ ସମୟରେ କିପରି ରହିବ ପାଗ?

February 15, 2026

ଖୋର୍ଦ୍ଧା ରୋଡ୍–ବଲାଙ୍ଗୀର ରେଳପଥର ଟନେଲ୍–୭ରେ ଆଧୁନିକ ସୁରକ୍ଷା ପ୍ରଣାଳୀ ସ୍ଥାପନ

February 15, 2026

ତାରିକ ରହମାନଙ୍କ ଶପଥ ଗ୍ରହଣ ଉତ୍ସବ: ପ୍ରଧାନମନ୍ତ୍ରୀ ମୋଦୀ ନୁହେଁ, ଭାରତକୁ ପ୍ରତିନିଧିତ୍ୱ କରିବେ ଏହି ନେତା

February 15, 2026
Latest News

“ଆମେରିକା ବାଣିଜ୍ୟ ଚୁକ୍ତି ନାମରେ ଭାରତୀୟ ଚାଷୀମାନଙ୍କୁ ବିଶ୍ୱାସଘାତକତା କରାଯାଇଛି”: ରାହୁଲ ଗାନ୍ଧୀ

February 15, 2026

ମହାଶିବରାତ୍ରୀ ଉପଲକ୍ଷେ ଚିଲିକାର ବିଭିନ୍ନ ଶୈବପୀଠ ଦର୍ଶନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

February 15, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଆମେରିକାର ଦାବିର ଜବାବ ଦେଲେ ଏସ୍. ଜୟଶଙ୍କର

February 15, 2026

IND vs PAK ମ୍ୟାଚ୍ ପାଇଁ ଶ୍ରୀଲଙ୍କାରୁ ଆସିଲା ଖୁସି ଖବର: ଜାଣନ୍ତୁ ଖେଳ ସମୟରେ କିପରି ରହିବ ପାଗ?

February 15, 2026

ଖୋର୍ଦ୍ଧା ରୋଡ୍–ବଲାଙ୍ଗୀର ରେଳପଥର ଟନେଲ୍–୭ରେ ଆଧୁନିକ ସୁରକ୍ଷା ପ୍ରଣାଳୀ ସ୍ଥାପନ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.