ଚିନ୍ତା ବଢାଇଲାଣି କରୋନା, ପୁଣି ସେହି ଦୁଇଟି ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ

Published: Jan 3, 2022, 11:38 am IST

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୪୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ବୟସର ୪୭ ଜଣ ଅଛନ୍ତି। ସେହିପରି କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୪୬ ଜଣ ଏବଂ ସ୍ଥାନୀୟ ସଂକ୍ରମଣରୁ ୧୭୮ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଆଗରେ ରହିଛି। ସଦ୍ୟ ସୂଚନା ଅନୁସାରେ ବିଭିନ୍ନ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହେଲା..

୧- ବାଲେଶ୍ୱର ଜିଲ୍ଲାରୁ – ୨୯
୨- ବରଗଡ଼ ଜିଲ୍ଲାରୁ – ୫
୩- ଭଦ୍ରକ ଜିଲ୍ଲାରୁ – ୧
୪- ବଲାଙ୍ଗୀର ଜିଲ୍ଲାରୁ – ୬
୫- କଟକ ଜିଲ୍ଲାରୁ – ୬୬
୬- ଦେବଗଡ଼ ଜିଲ୍ଲାରୁ – ୪
୭- ଢେଙ୍କାନାଳ ଜିଲ୍ଲାରୁ – ୬
୮- ଗଞ୍ଜାମ ଜିଲ୍ଲାରୁ – ୩
୯- ଜଗତସିଂହପୁର ଜିଲ୍ଲାରୁ – ୮
୧୦- ଯାଜପୁର ଜିଲ୍ଲାରୁ – ୬
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୧୪
୧୨- କଳାହାଣ୍ଡି ଜିଲ୍ଲାରୁ – ୨
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – ୨
୧୪- କେନ୍ଦୁଝର ଜିଲ୍ଲାରୁ – ୧
୧୫- ଖୋର୍ଦ୍ଧାରୁ- ୧୫୧
୧୬- କୋରାପୁଟ ଜିଲ୍ଲାରୁ – ୩
୧୭- ମାଲକାନଗିରି ଜିଲ୍ଲାରୁ – ୨
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୪
୧୯- ନବରଙ୍ଗପୁର ଜିଲ୍ଲାରୁ- ୫
୨୦- ନୟାଗଡ଼ ଜିଲ୍ଲାରୁ – ୫
୨୧- ପୁରୀ ଜିଲ୍ଲାରୁ – ୧୨
୨୨- ରାୟଗଡ଼ା ଜିଲ୍ଲାରୁ – ୨
୨୩- ସମ୍ବଲପୁର ଜିଲ୍ଲାରୁ – ୨୨
୨୪- ସୋନପୁର ଜିଲ୍ଲାରୁ – ୭
୨୫- ସୁନ୍ଦରଗଡ଼ ଜିଲ୍ଲାରୁ – ୨୭
୨୬- ଷ୍ଟେଟ ପୁଲ- ୩୧

Related posts