
ଭୁବନେଶ୍ବର: ଶେଷରେ ପ୍ରକାଶିତ ହୋଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ତାଲିକା। ନେଇ ରାଜ୍ୟ ସରକାର ପୂର୍ବରୁ ସଂରକ୍ଷଣର ଚିଠି ତାଲିକା ପ୍ରକାଶ କରିଥିଲେ। ସେସବୁର ଅଭିଯୋଗ ପାଇଁ ଆହ୍ବାନ କରାଯାଇଥିଲା। ସେସବୁକୁ ବିଚାରକୁ ନେଇ ବର୍ତ୍ତମାନ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି।
ସଂରକ୍ଷଣ ତାଲିକା ଅନୁସାରେ
ବର୍ତ୍ତମାନ ଜିଲ୍ଲା ପରିଷଦର ଏହି ଚୁଡାନ୍ତ ସଂରକ୍ଷଣ ତାଲିକା ଅନୁସାରେ ନିର୍ବାଚନ ହେବ।
Tags: ଜିଲ୍ଲା ପରିଷଦ ଅଧ୍ୟକ୍ଷ