ରାଜ୍ୟରେ ୮ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

Published: Jan 12, 2022, 9:19 am IST

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୭ ହଜାର ୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮ ହଜାର ୭୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୯୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୯୬ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩ ହଜାର ୬୮୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୦୭

ବାଲେଶ୍ଵର ଜିଲ୍ଲାରୁ- ୨୩୧

ବରଗଡ ଜିଲ୍ଲାରୁ- ୧୩୬

ଭଦ୍ରକ ଜିଲ୍ଲାରୁ- ୧୦୩

ବଲାଙ୍ଗୀରି ଜିଲ୍ଲାରୁ- ୨୧୬

ବୌଦ୍ଧ ଜିଲ୍ଲାରୁ- ୧୨

କଟକ ଜିଲ୍ଲାରୁ – ୭୬୬

ଦେବଗଡ ଜିଲ୍ଲାରୁ- ୨୫

ଢେଙ୍କାନାଳ ଜିଲ୍ଲାରୁ- 78

ଗଜପତି ଜିଲ୍ଲାରୁ- ୭୨

ଗଞ୍ଜାମ ଜିଲ୍ଲାରୁ- ୧୦୬

ଜଗତସିଂହପୁର ଜିଲ୍ଲାରୁ- ୧୧୪

ଯାଜପୁର ଜିଲ୍ଲାରୁ- ୯୧

ଝାରସୁଗୁଡା ଜିଲ୍ଲାରୁ- ୨୦୩

କଳାହାଣ୍ଡି ଜିଲ୍ଲାରୁ- ୮୬

କନ୍ଧମାଳ ଜିଲ୍ଲାରୁ- ୨୦

କେନ୍ଦ୍ରାପଡା ଜିଲ୍ଲାରୁ- ୪୬

କେନ୍ଦୁଝର ଜିଲ୍ଲାରୁ- ୯୫

ଖୋର୍ଦ୍ଧା ଜିଲ୍ଲାରୁ- ୨୬୧୫

କୋରାପୁଟ ଜିଲ୍ଲାରୁ- ୧୬୧

ମାଲକାନଗିରି ଜିଲ୍ଲାରୁ- ୧୨

ମୟୂରଭଞ୍ଜ ଜିଲ୍ଲାରୁ- ୨୦୧

ନବରଙ୍ଗପୁର ଜିଲ୍ଲାରୁ- ୩୩୮

ନୟାଗଡ ଜିଲ୍ଲାରୁ- ୬୭

ନୂଆପଡା ଜିଲ୍ଲାରୁ- ୨୬

ପୁରୀ ଜିଲ୍ଲାରୁ- ୨୧୬

ରାୟଗଡା ଜିଲ୍ଲାରୁ- ୬୫

ସମ୍ବଲପୁର ଜିଲ୍ଲାରୁ- ୫୯୬

ସୋନପୁର ଜିଲ୍ଲାରୁ- ୮୭

ସୁନ୍ଦରଗଡ ଜିଲ୍ଲାରୁ- ୧୨୫୨

ଷ୍ଟେଟ ପୁଲରୁ- ୫୭୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୭୮୩ ଏବଂ ବର୍ତ୍ତମାନ ୩୫ ହଜାର ୨୪୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts