Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରୀକ୍ଷା ପେ ଚର୍ଚ୍ଚା ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ
ଆଜିର ଖବର

ପରୀକ୍ଷା ପେ ଚର୍ଚ୍ଚା ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

January 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପରୀକ୍ଷା ପେ ଚର୍ଚ୍ଚା ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପରୀକ୍ଷା ପେ ଚର୍ଚ୍ଚା ୨୦୨୨” କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିବେଦନ କରିଛନ୍ତି। ସେ ଏକ ଟୁଇଟ୍ କରି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ପଞ୍ଜୀକରଣ ପାଇଁ କହିଛନ୍ତି । ସେ କହିଛନ୍ତି ଯେ ଏହା ଆମର ପ୍ରତିଭାବାନ ଯୁବକମାନଙ୍କ ସହ ଯୋଡିହେବା ମୁଖ୍ୟ ଉଦ୍ଦେଶ୍ୟ।  ଏହି ସେମାନଙ୍କ ଆହ୍ୱାନ ଏବଂ ଆକାଂକ୍ଷାକୁ ଭଲ ଭାବରେ ବୁଝିବା ପାଇଁ ଏକ ସୁଯୋଗ ସୃଷ୍ଟି କିରଥାଏ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି:

“ପରୀକ୍ଷା ପାଖେଇ ଆସୁଛି ତେଣୁ ଏହି “ପରୀକ୍ଷା ପେ ଚର୍ଚ୍ଚା ୨୦୨୨” ନିଶ୍ଚିତ ସାହାଯ୍ୟ କରିପାରିବ। ଚାଲନ୍ତୁ ଚାପମୁକ୍ତ ପରୀକ୍ଷା ସଂକ୍ରାନ୍ତରେ ଆଲୋଚନା କରିବା ଏବଂ ପୁଣିଥରେ ଆମର ସାହସୀ ପରୀକ୍ଷା ଯୋଦ୍ଧା, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ସମର୍ଥନ କରିବା । ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଚଳିତ ବର୍ଷ ପାଇଁ  #PPC2022  ପଞ୍ଜିକରଣ କରନ୍ତୁ ।

ବ୍ୟକ୍ତିଗତ ଭାବରେ, “ପରୀକ୍ଷା ପେ ଚର୍ଚ୍ଚା” ଏକ ଚମତ୍କାର ଶିକ୍ଷଣ ଅଭିଜ୍ଞତା । ମୁଁ ଆମର ପ୍ରତିଭାବାନ ଯୁବକମାନଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ପାଇଥାଏ, ସେମାନଙ୍କର ଆହ୍ୱାନ ଏବଂ ଆକାଂକ୍ଷାକୁ ଭଲ ଭାବରେ ବୁଝିଥାଏ । ଏହା ମଧ୍ୟ ଶିକ୍ଷା ଜଗତରେ ଉଦୀୟମାନ ଧାରା ଆବିଷ୍କାର କରିବାର ସୁଯୋଗ ଦେଇଥାଏ ।

ପରୀକ୍ଷା ପେ ଚର୍ଚ୍ଚା ୨୦୨୨
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026
Latest News

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026

ପ୍ରତି 5 ହଜାର ପାଇଁ କଟିବ 20 ଟଙ୍କା: ଚୂଡ଼ାନ୍ତ ହେଲା UPI ପେମେଣ୍ଟ ଶୁଳ୍କ

September 15, 2026

ଚେକ୍‌ ବାଉନ୍ସ ମାମଲା: ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.