Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟୀକାକରଣକୁ ନେଇ ଭଲ ଖବର: ୧୨ ରୁ ୧୪ ବର୍ଷ ପିଲାମାନଙ୍କୁ ମିଳିବ ଟୀକା, ଜାଣନ୍ତୁ କେବେ
ଆଜିର ଖବର

ଟୀକାକରଣକୁ ନେଇ ଭଲ ଖବର: ୧୨ ରୁ ୧୪ ବର୍ଷ ପିଲାମାନଙ୍କୁ ମିଳିବ ଟୀକା, ଜାଣନ୍ତୁ କେବେ

January 17, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦେଶର କୋୱିନ୍ ପୋର୍ଟାଲ ଅନୁଯାୟୀ, ୧୫ ରୁ ୧୭ ବର୍ଷ ବୟସର କିଶୋରଙ୍କୁ ୩,୪୫,୩୫,୬୬୪ ଟିକାର ପ୍ରଥମ ଡୋଜ ଦିଆଯାଇଛି। ଏହି ବୟସ ବର୍ଗରେ ପ୍ରାୟ ସାଢେ ୭ କୋଟି ପିଲା ଅଛନ୍ତି। ୧୫ ରୁ ୧୭ ବର୍ଷ ବୟସର ପିଲାମାନଙ୍କଠାରେ ଯେଉଁ ବେଗରେ ଟୀକାକରଣ କରାଯାଉଛି, ଫେବୃଆରୀ ଶେଷ ସୁଦ୍ଧା ଏହା ସଂପୂର୍ଣ୍ଣ ହୋଇଯିବ ବୋଲି ଆଶା କରାଯାଏ। ଯାହା ପରେ ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇପାରିବ।

ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ୧୨ ରୁ ୧୮ ବର୍ଷର ପିଲାମାନଙ୍କୁ କରୋନା ଟିକା ଦେବା ପାଇଁ ଅନୁମତି ଦେଇଛନ୍ତି। ୧୨ ରୁ ୧୮ ବର୍ଷ ବୟସ ପିଲାଙ୍କୁ ଭରତ ବାୟୋଟେକ୍ ର କୋଭାକ୍ସିନ୍ ଦିଆଯାଇପାରେ। ବର୍ତ୍ତମାନ ଏହି ଟିକା ୧୫ ରୁ ୧୭ ବର୍ଷ ବୟସ ପିଲାଙ୍କୁ ଦିଆଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ NTAGI ସୂତ୍ର ଅନୁଯାୟୀ, ମାର୍ଚ୍ଚ ସୁଦ୍ଧା ୧୫ ରୁ ୧୭ ବର୍ଷ ବୟସର ଟୀକାକରଣ ପରେ ଏହି ପିଲାମାନଙ୍କର ଟୀକାକରଣ ମଧ୍ୟ ଆରମ୍ଭ ହୋଇପାରିବ ଏବଂ ଏଥିପାଇଁ ଟିକା ଉପଲବ୍ଧ କରାଯାଉଛି। ଏହା ଉପରେ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ବୈଠକରେ ନିଷ୍ପତ୍ତି ନେବେ।

ଟୀକାକରଣ ଭଲ ଖବର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026

ମୋଦିଙ୍କ ପ୍ରଶଂସାରେ ପୁଟିନ, ଭାରତକୁ ନେଇ କହିଲେ ବଡ଼ କଥା

June 4, 2026
Latest News

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026

ଆଜି ଜୁନ ୫ ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଭାଗ୍ୟ ଚମକିବ, କରନ୍ତୁ ଏହି କାମ

June 5, 2026

ମୋଦିଙ୍କ ପ୍ରଶଂସାରେ ପୁଟିନ, ଭାରତକୁ ନେଇ କହିଲେ ବଡ଼ କଥା

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.