Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଗତକାଲି ଅପେକ୍ଷା କମ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ
ଆଜିର ଖବର

ରାଜ୍ୟରେ ଗତକାଲି ଅପେକ୍ଷା କମ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

January 20, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୧୧ ହଜାର ୬୦୭ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୦ ହଜାର ୩୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୧ ହଜାର ୯୦ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୩୫୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୩୬

ବାଲେଶ୍ଵର ଜିଲ୍ଲାରୁ- ୩୦୪

ବରଗଡ ଜିଲ୍ଲାରୁ- ୧୫୨

ଭଦ୍ରକ ଜିଲ୍ଲାରୁ- ୧୨୯

ବଲାଙ୍ଗୀରି ଜିଲ୍ଲାରୁ- ୨୫୩

ବୌଦ୍ଧ ଜିଲ୍ଲାରୁ- ୭୬

କଟକ ଜିଲ୍ଲାରୁ – ୯୪୦

ଦେବଗଡ ଜିଲ୍ଲାରୁ- ୭୮

ଢେଙ୍କାନାଳ ଜିଲ୍ଲାରୁ- ୮୩

ଗଜପତି ଜିଲ୍ଲାରୁ- ୧୦୦

ଗଞ୍ଜାମ ଜିଲ୍ଲାରୁ- ୮୭

ଜଗତସିଂହପୁର ଜିଲ୍ଲାରୁ- ୧୬୫

ଯାଜପୁର ଜିଲ୍ଲାରୁ- ୨୯୦

ଝାରସୁଗୁଡା ଜିଲ୍ଲାରୁ- ୧୫୭

କଳାହାଣ୍ଡି ଜିଲ୍ଲାରୁ- ୧୯୪

କନ୍ଧମାଳ ଜିଲ୍ଲାରୁ- ୮୩

କେନ୍ଦ୍ରାପଡା ଜିଲ୍ଲାରୁ- ୧୦୬

କେନ୍ଦୁଝର ଜିଲ୍ଲାରୁ- ୧୨୩

ଖୋର୍ଦ୍ଧା ଜିଲ୍ଲାରୁ- ୩୦୩୬

କୋରାପୁଟ ଜିଲ୍ଲାରୁ- ୨୦୨

ମାଲକାନଗିରି ଜିଲ୍ଲାରୁ- ୫୮

ମୟୂରଭଞ୍ଜ ଜିଲ୍ଲାରୁ- ୧୬୫

ନବରଙ୍ଗପୁର ଜିଲ୍ଲାରୁ- ୧୬୨

ନୟାଗଡ ଜିଲ୍ଲାରୁ- ୧୪୯

ନୂଆପଡା ଜିଲ୍ଲାରୁ- ୧୯୬

ପୁରୀ ଜିଲ୍ଲାରୁ- ୧୪୦

ରାୟଗଡା ଜିଲ୍ଲାରୁ- ୨୦୮

ସମ୍ବଲପୁର ଜିଲ୍ଲାରୁ- ୨୪୭

ସୋନପୁର ଜିଲ୍ଲାରୁ- ୧୮୦

ସୁନ୍ଦରଗଡ ଜିଲ୍ଲାରୁ- ୧୫୦୫

ଷ୍ଟେଟ ପୁଲରୁ- ୬୬୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୭୭ ହଜାର ୪୬୨ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୦ ହଜାର ୫୬୨ ଏବଂ ବର୍ତ୍ତମାନ ୮୮ ହଜାର ୩୪୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଓଡିଶା କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନ ସ୍ଥାନୀୟ ସଂକ୍ରମିତ
Share. Facebook Twitter LinkedIn Email WhatsApp Copy Link

Related Posts

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026

Pandian in Venezueal: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

July 7, 2026
Latest News

ଫିଟନେସ ନ ଥିବାରୁ ବସ ଜବତ

July 7, 2026

ନୟାଗଡ଼ରେ ଯୁବକଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ: ଭିଡ଼ ହିଂସାରେ ପିଟିପିଟି ହତ୍ୟା ଅଭିଯୋଗ

July 7, 2026

ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

July 7, 2026

Pandian in Venezueal: ଭେନଜୁଏଲା ଭୂକମ୍ପ ଅଞ୍ଚଳରେ ପାଣ୍ଡିଆନ, ରାଜ୍ୟ ରାଜନୀତିରେ ପ୍ରବଳ ଚର୍ଚ୍ଚା

July 7, 2026

ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.