Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା: ପ୍ରାର୍ଥୀପତ୍ର ନାମାଙ୍କନ ପରେ ମୁଣ୍ଡ ବିନ୍ଧା, ଦଳୀୟ ପ୍ରାର୍ଥୀଙ୍କୁ ଧୂଳି ଚଖାଇବେ କି ସ୍ୱାଧୀନ ପ୍ରାର୍ଥୀ!
ଆଜିର ଖବର

ଚିଲିକା: ପ୍ରାର୍ଥୀପତ୍ର ନାମାଙ୍କନ ପରେ ମୁଣ୍ଡ ବିନ୍ଧା, ଦଳୀୟ ପ୍ରାର୍ଥୀଙ୍କୁ ଧୂଳି ଚଖାଇବେ କି ସ୍ୱାଧୀନ ପ୍ରାର୍ଥୀ!

January 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଧିରେ ଧିରେ ଉଷ୍ମ ହେବାରେ ଲାଗିଛି। ଇତି ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଚିଲିକା ବ୍ଲକ ଓ ବାଣପୁର ବ୍ଲକରୁ ୬ ଟି ଜିଲ୍ଲା ପରିଷଦ ଜୋନ ଏବଂ ୩୪ଟି ପଂଚାୟତରେ ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥୀପତ୍ର ଦାଖଲ କରିସାରିଲେଣି। ଆସନ୍ତା ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପାଇବ। ମାତ୍ର ସବୁ ପଂଚାୟତରେ ଦଳୀୟ ଅସନ୍ତୁଷ୍ଟମାନେ ଫସର ଫଟାଇବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଶାସକ ଦଳରେ କ୍ରମାଗତ ଭାବେ ଗୋଷ୍ଠୀ କନ୍ଦଳ ତୀବ୍ର ରହିଥିବା ସ୍ଥଳେ ବିରୋଧୀ ଦଳ ମଧ୍ୟ କିଛି କମ ନୁହେଁ। ଶାସକ ଦଳରେ ଫାଟ ଥାଇ ମଧ୍ୟ ବିରୋଧୀ ଏହାର ଫାଇଦା ନେବା ପରିବର୍ତ୍ତେ ନିଜ ଦଳର ଉଚିତ ପ୍ରାର୍ଥୀ ଚୟନ ନେଇ ଦ୍ଵନ୍ଦରେ ପଡିଛି।ଯେଉଁ ପଂଚାୟତ ଗୁଡିକରେ ସରଂକ୍ଷିତ ପଦବୀ ରହିଛି ସେସବୁ ପଂଚାୟତରେ ଦଳ ତରଫରୁ ପ୍ରାର୍ଥୀ ଚୟନ ସୁରୁଖୁରୁରେ କରାଯାଇଛି। କିନ୍ତୁ ଯେଉଁ ପଂଚାୟତ ଗୁଡିକ ଅଣସରଂକ୍ଷିତ ରହିଛି ସେସବୁ ପଂଚାୟତରେ ପ୍ରାର୍ଥୀ ଚୟନ ନେଇ ଦଳୀୟ କନ୍ଦଳ ସ୍ପଷ୍ଟ ବାରି ହୋଇପଡୁଛି।

ଶାସକ ହେଉ ଅବା ବିରୋଧୀ ମନ ଇଚ୍ଛା ଦଳୀୟ ସମର୍ଥନ ପ୍ରାର୍ଥୀ ତାଲିକା ଘୋଷଣା ପରେ ଅନେକ ଆଶାୟୀ ନିରୁତ୍ସାହିତ ହୋଇଛନ୍ତି। ଯାହାଫଳରେ ଅନେକ ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସୂଚନା ମୁତାବକ ଚିଲିକା ବ୍ଲକର ୧୭ ଗୋଟି ପଂଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ୭୬ ଜଣ, ସମିତି ସଭ୍ୟ ପାର୍ଥି ଭାବେ ୫୨ ଜଣ, ୱାର୍ଡ ସଭ୍ୟ ପାର୍ଥି ଭାବେ ୪୨୮ ଜଣ ଏବଂ ବାଣପୁର ବ୍ଲକର ୧୭ ଗୋଟି ପଂଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ୮୧ ଜଣ, ସମିତି ସଭ୍ୟ ପ୍ରାର୍ଥୀ ଭାବେ ୬୯ ଜଣ, ୱାର୍ଡ ସଭ୍ୟ ପ୍ରାର୍ଥୀ ଭାବେ ୪୬୧ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯାହାଫଳରେ ପ୍ରତ୍ୟେକ ପଂଚାୟତରେ ଅସନ୍ତୁଷ୍ଟମାନେ ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିବାସହ ନିର୍ବାଚନୀ ଫଳାଫଳକୁ ପ୍ରଭାବିତ କରିବେ ବୋଲି ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି।

ଚିଲିକା ସ୍ୱାଧୀନ ପ୍ରାର୍ଥୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.