ଭୁବନେଶ୍ବର: ଗତକାଲି ରାଜ୍ୟରେ ୮ ହଜାର ୮୪୫ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮ ହଜାର ୫୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯୩୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୯୪୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩ ହଜାର ୫୭୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୪୨
ବାଲେଶ୍ଵର ଜିଲ୍ଲାରୁ- ୩୪୬
ବରଗଡ ଜିଲ୍ଲାରୁ- ୧୪୧
ଭଦ୍ରକ ଜିଲ୍ଲାରୁ- ୧୧୨
ବଲାଙ୍ଗୀରି ଜିଲ୍ଲାରୁ- ୨୧୭
ବୌଦ୍ଧ ଜିଲ୍ଲାରୁ- ୮୬
କଟକ ଜିଲ୍ଲାରୁ – ୭୮୯
ଦେବଗଡ ଜିଲ୍ଲାରୁ- ୭୫
ଢେଙ୍କାନାଳ ଜିଲ୍ଲାରୁ- ୯୦
ଗଜପତି ଜିଲ୍ଲାରୁ- ୯୮
ଗଞ୍ଜାମ ଜିଲ୍ଲାରୁ- ୮୮
ଜଗତସିଂହପୁର ଜିଲ୍ଲାରୁ- ୧୬୫
ଯାଜପୁର ଜିଲ୍ଲାରୁ- ୨୫୩
ଝାରସୁଗୁଡା ଜିଲ୍ଲାରୁ- ୧୧୮
କଳାହାଣ୍ଡି ଜିଲ୍ଲାରୁ- ୨୨୬
କନ୍ଧମାଳ ଜିଲ୍ଲାରୁ- ୧୦୦
କେନ୍ଦ୍ରାପଡା ଜିଲ୍ଲାରୁ- ୧୩୪
କେନ୍ଦୁଝର ଜିଲ୍ଲାରୁ- ୧୨୬
ଖୋର୍ଦ୍ଧା ଜିଲ୍ଲାରୁ- ୨୨୬୨
କୋରାପୁଟ ଜିଲ୍ଲାରୁ- ୧୫୭
ମାଲକାନଗିରି ଜିଲ୍ଲାରୁ- ୫୮
ମୟୂରଭଞ୍ଜ ଜିଲ୍ଲାରୁ- ୧୮୦
ନବରଙ୍ଗପୁର ଜିଲ୍ଲାରୁ- ୧୯୨
ନୟାଗଡ ଜିଲ୍ଲାରୁ- ୨୧୬
ନୂଆପଡା ଜିଲ୍ଲାରୁ- ୧୯୯
ପୁରୀ ଜିଲ୍ଲାରୁ- ୧୪୯
ରାୟଗଡା ଜିଲ୍ଲାରୁ- ୧୮୭
ସମ୍ବଲପୁର ଜିଲ୍ଲାରୁ- ୧୨୭
ସୋନପୁର ଜିଲ୍ଲାରୁ- ୮୯
ସୁନ୍ଦରଗଡ ଜିଲ୍ଲାରୁ- ୯୩୨
ଷ୍ଟେଟ ପୁଲରୁ- ୪୬୬
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୦ ହଜାର ୭୬୭ ଏବଂ ବର୍ତ୍ତମାନ ୮୫ ହଜାର ୩୨୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।