Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗତକାଲି ଠାରୁ ସାମାନ୍ୟ ହ୍ରାସ ପାଇଲା ସଂକ୍ରମଣ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୮୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୭୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୭

ବାଲେଶ୍ଵର ଜିଲ୍ଲାରୁ- ୧୩

ବରଗଡ ଜିଲ୍ଲାରୁ- ୭

ଭଦ୍ରକ ଜିଲ୍ଲାରୁ- ୮

ବଲାଙ୍ଗୀରି ଜିଲ୍ଲାରୁ- ୧୦

ବୌଦ୍ଧ ଜିଲ୍ଲାରୁ- ୧୧

କଟକ ଜିଲ୍ଲାରୁ- ୭୮

ଦେବଗଡ ଜିଲ୍ଲାରୁ- ୫

ଢେଙ୍କାନାଳ ଜିଲ୍ଲାରୁ- ୬

ଗଜପତି ଜିଲ୍ଲାରୁ- ୯

ଜଗତସିଂହପୁର ଜିଲ୍ଲାରୁ- ୧୩

ଯାଜପୁର ଜିଲ୍ଲାରୁ- ୨୬

ଝାରସୁଗୁଡା ଜିଲ୍ଲାରୁ- ୧୩

କଳାହାଣ୍ଡି ଜିଲ୍ଲାରୁ- ୧୨

କନ୍ଧମାଳ ଜିଲ୍ଲାରୁ- ୭

କେନ୍ଦ୍ରାପଡା ଜିଲ୍ଲାରୁ- ୧୩

କେନ୍ଦୁଝର ଜିଲ୍ଲାରୁ- ୧୦

ଖୋର୍ଦ୍ଧା ଜିଲ୍ଲାରୁ- ୨୧୮

କୋରାପୁଟ ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୨୯

ନବରଙ୍ଗପୁର ଜିଲ୍ଲାରୁ- ୭

ନୟାଗଡ ଜିଲ୍ଲାରୁ- ୨୬

ନୂଆପଡା ଜିଲ୍ଲାରୁ- ୧

ପୁରୀ ଜିଲ୍ଲାରୁ- ୨୦

ରାୟଗଡା ଜିଲ୍ଲାରୁ- ୬

ସମ୍ବଲପୁର ଜିଲ୍ଲାରୁ- ୫୭

ସୋନପୁର ଜିଲ୍ଲାରୁ- ୧୪

ସୁନ୍ଦରଗଡ ଜିଲ୍ଲାରୁ- ୧୪୧

ଷ୍ଟେଟ ପୁଲରୁ- ୪୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୯ ହଜାର ୯୨୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୪ ହଜାର ୮୩୫ ଏବଂ ବର୍ତ୍ତମାନ ୫୯୧୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଆଜି ସାମାନ୍ୟ ହ୍ରାସ ପାଇଲା ଆକ୍ରାନ୍ତ ସଂଖ୍ୟା, କିନ୍ତୁ ଚିନ୍ତା ବଢାଉଛି କରୋନାଜନିତ ମୃତ୍ୟୁ

ନୂଆଦିଲ୍ଲୀ: ଗତକାଲି ଦେଶରେ ୧ ଲକ୍ଷ ୬୭ ହଜାର ୫୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୧ ଲକ୍ଷ ୬୧ ହଜାର ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୧୧୯୨ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୭୩୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୮୧ ହଜାର ୧୦୯ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୧୬ ଲକ୍ଷ ୩୦ ହଜାର ୭୮୫ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୯୭ ହଜାର ୯୭୫ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୩ କୋଟି ୯୫ ଲକ୍ଷ ୧୧ ହଜାର ୧୩୦୭ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୬ ଲକ୍ଷ ୨୧ ହଜାରକୁ ୬୦୩ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ସାମାନ୍ୟ ହ୍ରାସ ପାଇଲା କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୮ ହଜାର ୮୪୫ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୮ ହଜାର ୫୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯୩୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୯୪୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩ ହଜାର ୫୭୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୪୨

ବାଲେଶ୍ଵର ଜିଲ୍ଲାରୁ- ୩୪୬

ବରଗଡ ଜିଲ୍ଲାରୁ- ୧୪୧

ଭଦ୍ରକ ଜିଲ୍ଲାରୁ- ୧୧୨

ବଲାଙ୍ଗୀରି ଜିଲ୍ଲାରୁ- ୨୧୭

ବୌଦ୍ଧ ଜିଲ୍ଲାରୁ- ୮୬

କଟକ ଜିଲ୍ଲାରୁ – ୭୮୯

ଦେବଗଡ ଜିଲ୍ଲାରୁ- ୭୫

ଢେଙ୍କାନାଳ ଜିଲ୍ଲାରୁ- ୯୦

ଗଜପତି ଜିଲ୍ଲାରୁ- ୯୮

ଗଞ୍ଜାମ ଜିଲ୍ଲାରୁ- ୮୮

ଜଗତସିଂହପୁର ଜିଲ୍ଲାରୁ- ୧୬୫

ଯାଜପୁର ଜିଲ୍ଲାରୁ- ୨୫୩

ଝାରସୁଗୁଡା ଜିଲ୍ଲାରୁ- ୧୧୮

କଳାହାଣ୍ଡି ଜିଲ୍ଲାରୁ- ୨୨୬

କନ୍ଧମାଳ ଜିଲ୍ଲାରୁ- ୧୦୦

କେନ୍ଦ୍ରାପଡା ଜିଲ୍ଲାରୁ- ୧୩୪

କେନ୍ଦୁଝର ଜିଲ୍ଲାରୁ- ୧୨୬

ଖୋର୍ଦ୍ଧା ଜିଲ୍ଲାରୁ- ୨୨୬୨

କୋରାପୁଟ ଜିଲ୍ଲାରୁ- ୧୫୭

ମାଲକାନଗିରି ଜିଲ୍ଲାରୁ- ୫୮

ମୟୂରଭଞ୍ଜ ଜିଲ୍ଲାରୁ- ୧୮୦

ନବରଙ୍ଗପୁର ଜିଲ୍ଲାରୁ- ୧୯୨

ନୟାଗଡ ଜିଲ୍ଲାରୁ- ୨୧୬

ନୂଆପଡା ଜିଲ୍ଲାରୁ- ୧୯୯

ପୁରୀ ଜିଲ୍ଲାରୁ- ୧୪୯

ରାୟଗଡା ଜିଲ୍ଲାରୁ- ୧୮୭

ସମ୍ବଲପୁର ଜିଲ୍ଲାରୁ- ୧୨୭

ସୋନପୁର ଜିଲ୍ଲାରୁ- ୮୯

ସୁନ୍ଦରଗଡ ଜିଲ୍ଲାରୁ- ୯୩୨

ଷ୍ଟେଟ ପୁଲରୁ- ୪୬୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪ ହଜାର ୬୬୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୦ ହଜାର ୭୬୭ ଏବଂ ବର୍ତ୍ତମାନ ୮୫ ହଜାର ୩୨୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ସାମାନ୍ୟ ହ୍ରାସ ପାଇଲା କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୧୦ ହଜାର ୩୬୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୯ ହଜାର ୮୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯୭୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୬୯୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୧୩୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୧୪

ବାଲେଶ୍ଵର ଜିଲ୍ଲାରୁ- ୨୮୬

ବରଗଡ ଜିଲ୍ଲାରୁ- ୧୭୨

ଭଦ୍ରକ ଜିଲ୍ଲାରୁ- ୧୨୯

ବଲାଙ୍ଗୀରି ଜିଲ୍ଲାରୁ- ୨୮୮

ବୌଦ୍ଧ ଜିଲ୍ଲାରୁ- ୧୨୦

କଟକ ଜିଲ୍ଲାରୁ – ୭୭୪

ଦେବଗଡ ଜିଲ୍ଲାରୁ- ୪୭

ଢେଙ୍କାନାଳ ଜିଲ୍ଲାରୁ- ୯୫

ଗଜପତି ଜିଲ୍ଲାରୁ- ୮୮

ଗଞ୍ଜାମ ଜିଲ୍ଲାରୁ- ୬୯

ଜଗତସିଂହପୁର ଜିଲ୍ଲାରୁ- ୧୫୨

ଯାଜପୁର ଜିଲ୍ଲାରୁ- ୨୫୬

ଝାରସୁଗୁଡା ଜିଲ୍ଲାରୁ- ୧୬୮

କଳାହାଣ୍ଡି ଜିଲ୍ଲାରୁ- ୧୭୧

କନ୍ଧମାଳ ଜିଲ୍ଲାରୁ- ୯୧

କେନ୍ଦ୍ରାପଡା ଜିଲ୍ଲାରୁ- ୯୯

କେନ୍ଦୁଝର ଜିଲ୍ଲାରୁ- ୧୬୮

ଖୋର୍ଦ୍ଧା ଜିଲ୍ଲାରୁ- ୨୯୪୬

କୋରାପୁଟ ଜିଲ୍ଲାରୁ- ୧୭୪

ମାଲକାନଗିରି ଜିଲ୍ଲାରୁ- ୫୬

ମୟୂରଭଞ୍ଜ ଜିଲ୍ଲାରୁ- ୨୯୫

ନବରଙ୍ଗପୁର ଜିଲ୍ଲାରୁ- ୧୫୬

ନୟାଗଡ ଜିଲ୍ଲାରୁ- ୨୯୨

ନୂଆପଡା ଜିଲ୍ଲାରୁ- ୧୭୩

ପୁରୀ ଜିଲ୍ଲାରୁ- ୧୪୬

ରାୟଗଡା ଜିଲ୍ଲାରୁ- ୨୭୪

ସମ୍ବଲପୁର ଜିଲ୍ଲାରୁ- ୨୦୬

ସୋନପୁର ଜିଲ୍ଲାରୁ- ୧୧୭

ସୁନ୍ଦରଗଡ ଜିଲ୍ଲାରୁ- ୧୧୩୪

ଷ୍ଟେଟ ପୁଲରୁ- ୫୭୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୯ ହଜାର ୩୩ ଏବଂ ବର୍ତ୍ତମାନ ୮୯ ହଜାର ୭୦୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଗତକାଲି ତୁଳନାରେ ଆଜି ଦେଶରେ ସାମାନ୍ୟ ହ୍ରାସ ପାଇଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଗତକାଲି ତୁଳନାରେ ଆଜି ଦେଶରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୮ ହଜାର ୬୩ ଟି ନୂଆ ମାମଲା ହୋଇଥିବାବେଳେ ୨୭୭ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ଆଜି କରୋନାର ନୂତନ ମାମଲାରେ ୬.୪ ପ୍ରତିଶତ ହ୍ରାସ ଘଟିଛି। ସୋମବାର ଦିନ ୧ ଲକ୍ଷ ୭୯ ହଜାର ନୂତନ ମାମଲା ଚିହ୍ନଟ ହୋଇଥିଲା।

ସେହିଭଳି ଏହି ସମୟ ମଧ୍ୟରେ ୬୯ ହଜାର ୯୫୯ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୩ କୋଟି ୫୮ ଲକ୍ଷ ୭୫ ହଜାର ୭୯୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୪ ହଜାର ୨୧୩ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୩ କୋଟି ୪୫ ଲକ୍ଷ ୭୦ ହଜାର ୧୩୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୮ ଲକ୍ଷ ୨୧ ହଜାର ୪୪୬ କୁ ବୃଦ୍ଧି ପାଇଛି।