Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ଆଜି ସାମାନ୍ୟ ହ୍ରାସ ପାଇଲା କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ
ଆଜିର ଖବର

ରାଜ୍ୟରେ ଆଜି ସାମାନ୍ୟ ହ୍ରାସ ପାଇଲା କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

January 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୧୦ ହଜାର ୩୬୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୯ ହଜାର ୮୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯୭୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୬୯୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୧୩୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧୧୪

ବାଲେଶ୍ଵର ଜିଲ୍ଲାରୁ- ୨୮୬

ବରଗଡ ଜିଲ୍ଲାରୁ- ୧୭୨

ଭଦ୍ରକ ଜିଲ୍ଲାରୁ- ୧୨୯

ବଲାଙ୍ଗୀରି ଜିଲ୍ଲାରୁ- ୨୮୮

ବୌଦ୍ଧ ଜିଲ୍ଲାରୁ- ୧୨୦

କଟକ ଜିଲ୍ଲାରୁ – ୭୭୪

ଦେବଗଡ ଜିଲ୍ଲାରୁ- ୪୭

ଢେଙ୍କାନାଳ ଜିଲ୍ଲାରୁ- ୯୫

ଗଜପତି ଜିଲ୍ଲାରୁ- ୮୮

ଗଞ୍ଜାମ ଜିଲ୍ଲାରୁ- ୬୯

ଜଗତସିଂହପୁର ଜିଲ୍ଲାରୁ- ୧୫୨

ଯାଜପୁର ଜିଲ୍ଲାରୁ- ୨୫୬

ଝାରସୁଗୁଡା ଜିଲ୍ଲାରୁ- ୧୬୮

କଳାହାଣ୍ଡି ଜିଲ୍ଲାରୁ- ୧୭୧

କନ୍ଧମାଳ ଜିଲ୍ଲାରୁ- ୯୧

କେନ୍ଦ୍ରାପଡା ଜିଲ୍ଲାରୁ- ୯୯

କେନ୍ଦୁଝର ଜିଲ୍ଲାରୁ- ୧୬୮

ଖୋର୍ଦ୍ଧା ଜିଲ୍ଲାରୁ- ୨୯୪୬

କୋରାପୁଟ ଜିଲ୍ଲାରୁ- ୧୭୪

ମାଲକାନଗିରି ଜିଲ୍ଲାରୁ- ୫୬

ମୟୂରଭଞ୍ଜ ଜିଲ୍ଲାରୁ- ୨୯୫

ନବରଙ୍ଗପୁର ଜିଲ୍ଲାରୁ- ୧୫୬

ନୟାଗଡ ଜିଲ୍ଲାରୁ- ୨୯୨

ନୂଆପଡା ଜିଲ୍ଲାରୁ- ୧୭୩

ପୁରୀ ଜିଲ୍ଲାରୁ- ୧୪୬

ରାୟଗଡା ଜିଲ୍ଲାରୁ- ୨୭୪

ସମ୍ବଲପୁର ଜିଲ୍ଲାରୁ- ୨୦୬

ସୋନପୁର ଜିଲ୍ଲାରୁ- ୧୧୭

ସୁନ୍ଦରଗଡ ଜିଲ୍ଲାରୁ- ୧୧୩୪

ଷ୍ଟେଟ ପୁଲରୁ- ୫୭୭

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୯ ହଜାର ୩୩ ଏବଂ ବର୍ତ୍ତମାନ ୮୯ ହଜାର ୭୦୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଓଡିଶା କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନ ସାମାନ୍ୟ ହ୍ରାସ ସ୍ଥାନୀୟ ସଂକ୍ରମିତ
Share. Facebook Twitter LinkedIn Email WhatsApp Copy Link

Related Posts

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Latest News

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.