ପଞ୍ଚାୟତ ନିର୍ବାଚନରେ ନାକଚ ହେଲା ୫୫୪୪ଟି ପ୍ରାର୍ଥୀପତ୍ର , ଜାଣନ୍ତୁ ଏବେ ଆଉ କେତେ ରହିଲେ

Published: Jan 23, 2022, 7:15 pm IST

ଭୁବନେଶ୍ବର: ଆଜି ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ବୈଧ ପ୍ରାର୍ଥି ତାଲିକା ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ଅନୁସାରେ ନାକଚ ହେବା ପରେ ଯେଉଁ ବୈଧ ତାଲିକା ରହିଲା ତାହା ହେଲା ଏହିପରି

  • ୱାର୍ଡମେମ୍ବର- ୧ ଲକ୍ଷ ୫୬ ହଜାର ୭୫୩
  • ସରପଞ୍ଚ- ୩୨ହାଜର ୮୬୦
  • ପଞ୍ଚାୟତ ସମିତ ସଦସ୍ୟ- ୨୭ ହଜାର ୩୪
  • ଜିଲ୍ଲା ପରିଷଦ ସଦସ୍ୟ- ୩୭୬୭

ତେବେ ନାମାଙ୍କନ ପତ୍ର ଯାଞ୍ଚ ପରେ ଯେତୋଟି ପ୍ରାର୍ଥୀପତ୍ର ନାକଚ ହେଲା ତାହାର ସଂଖ୍ୟା ହେଲା

  • ୱାର୍ଡମେମ୍ବର- ୫୫୪୪
  • ସରପଞ୍ଚ- ୧୭୫୩
  • ପଞ୍ଚାୟତ ସମିତ ସଦସ୍ୟ- ୧୧୧୯
  • ଜିଲ୍ଲା ପରିଷଦ ସଦସ୍ୟ-୨୩୨

Related posts