Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ପୁଣି ତଳ ମୁହାଁ କରୋନା ଗ୍ରାଫ, ଗତକାଲି ଠାରୁ ଆଜି କମ ଆକ୍ରାନ୍ତ ଚିହ୍ନଟ
ଆଜିର ଖବର

ରାଜ୍ୟରେ ପୁଣି ତଳ ମୁହାଁ କରୋନା ଗ୍ରାଫ, ଗତକାଲି ଠାରୁ ଆଜି କମ ଆକ୍ରାନ୍ତ ଚିହ୍ନଟ

January 27, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୭ ହଜାର ୪୨୬ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫ ହଜାର ୯୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୩୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୪୧୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨ ହଜାର ୪୮୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୯୩

ବାଲେଶ୍ଵର ଜିଲ୍ଲାରୁ- ୩୦୦

ବରଗଡ ଜିଲ୍ଲାରୁ- ୧୦୨

ଭଦ୍ରକ ଜିଲ୍ଲାରୁ- ୯୬

ବଲାଙ୍ଗୀରି ଜିଲ୍ଲାରୁ- ୧୮୪

ବୌଦ୍ଧ ଜିଲ୍ଲାରୁ- ୭୮

କଟକ ଜିଲ୍ଲାରୁ – ୪୦୨

ଦେବଗଡ ଜିଲ୍ଲାରୁ- ୮୯

ଢେଙ୍କାନାଳ ଜିଲ୍ଲାରୁ- ୭୩

ଗଞ୍ଜାମ ଜିଲ୍ଲାରୁ- ୯୫

ଜଗତସିଂହପୁର ଜିଲ୍ଲାରୁ- ୮୨

ଯାଜପୁର ଜିଲ୍ଲାରୁ- ୧୯୧

ଝାରସୁଗୁଡା ଜିଲ୍ଲାରୁ- ୬୩

କଳାହାଣ୍ଡି ଜିଲ୍ଲାରୁ- ୧୬୮

କନ୍ଧମାଳ ଜିଲ୍ଲାରୁ- ୮୬

କେନ୍ଦ୍ରାପଡା ଜିଲ୍ଲାରୁ- ୧୪୪

କେନ୍ଦୁଝର ଜିଲ୍ଲାରୁ- ୧୨୮

ଖୋର୍ଦ୍ଧା ଜିଲ୍ଲାରୁ- ୧୪୩୦

କୋରାପୁଟ ଜିଲ୍ଲାରୁ- ୬୪

ମାଲକାନଗିରି ଜିଲ୍ଲାରୁ- ୫୫

ମୟୂରଭଞ୍ଜ ଜିଲ୍ଲାରୁ- ୧୪୯

ନବରଙ୍ଗପୁର ଜିଲ୍ଲାରୁ- ୧୧୩

ନୟାଗଡ ଜିଲ୍ଲାରୁ- ୧୮୦

ନୂଆପଡା ଜିଲ୍ଲାରୁ- ୧୮୯

ପୁରୀ ଜିଲ୍ଲାରୁ- ୧୧୭

ରାୟଗଡା ଜିଲ୍ଲାରୁ- ୧୦୧

ସମ୍ବଲପୁର ଜିଲ୍ଲାରୁ- ୧୩୮

ସୋନପୁର ଜିଲ୍ଲାରୁ- ୮୬

ସୁନ୍ଦରଗଡ ଜିଲ୍ଲାରୁ- ୫୪୫

ଷ୍ଟେଟ ପୁଲରୁ- ୨୯୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୧ ହଜାର ୧୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୫୨ ହଜାର ୨୩୯ ଏବଂ ବର୍ତ୍ତମାନ ୭୦ ହଜାର ୩୨୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

କରୋନା ଆକ୍ରାନ୍ତ କରୋନା ଗ୍ରାଫ କ୍ୱାରେଣ୍ଟାଇନ ତଳ ମୁହାଁ ସ୍ଥାନୀୟ ସଂକ୍ରମିତ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.