Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟରେ ୫ ହଜାର ତଳକୁ ଖସିଲା କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ
ଆଜିର ଖବର

ରାଜ୍ୟରେ ୫ ହଜାର ତଳକୁ ଖସିଲା କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

January 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୪ ହଜାର ୮୪୨ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪ ହଜାର ୮୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୬୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୮୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨ ହଜାର ୨୮  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୫୮

ବାଲେଶ୍ଵର ଜିଲ୍ଲାରୁ- ୧୫୨

ବରଗଡ ଜିଲ୍ଲାରୁ- ୮୦

ଭଦ୍ରକ ଜିଲ୍ଲାରୁ- ୬୦

ବଲାଙ୍ଗୀରି ଜିଲ୍ଲାରୁ- ୯୫

ବୌଦ୍ଧ ଜିଲ୍ଲାରୁ- ୪୯

କଟକ ଜିଲ୍ଲାରୁ – ୩୭୯

ଦେବଗଡ ଜିଲ୍ଲାରୁ- ୭୩

ଢେଙ୍କାନାଳ ଜିଲ୍ଲାରୁ- ୪୫

ଗଜପତି ଜିଲ୍ଲାରୁ- ୬୨

ଗଞ୍ଜାମ ଜିଲ୍ଲାରୁ- ୬୭

ଜଗତସିଂହପୁର ଜିଲ୍ଲାରୁ- ୧୦୦

ଯାଜପୁର ଜିଲ୍ଲାରୁ- ୧୬୬

ଝାରସୁଗୁଡା ଜିଲ୍ଲାରୁ- ୬୧

କଳାହାଣ୍ଡି ଜିଲ୍ଲାରୁ- ୧୫୮

କନ୍ଧମାଳ ଜିଲ୍ଲାରୁ- ୫୨

କେନ୍ଦ୍ରାପଡା ଜିଲ୍ଲାରୁ- ୭୦

କେନ୍ଦୁଝର ଜିଲ୍ଲାରୁ- ୮୧

ଖୋର୍ଦ୍ଧା ଜିଲ୍ଲାରୁ- ୧୦୨୩

କୋରାପୁଟ ଜିଲ୍ଲାରୁ- ୫୦

ମାଲକାନଗିରି ଜିଲ୍ଲାରୁ- ୧୮

ମୟୂରଭଞ୍ଜ ଜିଲ୍ଲାରୁ- ୧୫୨

ନବରଙ୍ଗପୁର ଜିଲ୍ଲାରୁ- ୧୩୭

ନୟାଗଡ ଜିଲ୍ଲାରୁ- ୧୯୪

ନୂଆପଡା ଜିଲ୍ଲାରୁ- ୧୬୬

ପୁରୀ ଜିଲ୍ଲାରୁ- ୭୨

ରାୟଗଡା ଜିଲ୍ଲାରୁ- ୯୯

ସମ୍ବଲପୁର ଜିଲ୍ଲାରୁ- ୧୨୮

ସୋନପୁର ଜିଲ୍ଲାରୁ- ୭୩

ସୁନ୍ଦରଗଡ ଜିଲ୍ଲାରୁ- ୭୩୫

ଷ୍ଟେଟ ପୁଲରୁ- ୧୮୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୪ ହଜାର ୧୭୪ ଏବଂ ବର୍ତ୍ତମାନ ୫୩ ହଜାର ୯୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଓଡିଶା କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନ ସଂକ୍ରମିତ ସ୍ଥାନୀୟ ସଂକ୍ରମିତ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଥରେ ଭାରତ ଉପରେ ଶୁଳ୍କ ଚେତାବନୀ ଦେଲେ ଟ୍ରମ୍ପ, ମୋଦୀଙ୍କ ବିଷୟରେ ଦେଲେ ବଡ ବୟାନ

January 5, 2026

ଚୀନକୁ ପଛରେ ପକାଇ ବିଶ୍ୱର ସର୍ବବୃହତ ଚାଉଳ ଉତ୍ପାଦନକାରୀ ଦେଶ ହେଲା ଭାରତ: କୃଷି ମନ୍ତ୍ରୀ

January 5, 2026

ବାଂଲାଦେଶରେ IPL ବ୍ୟାନ୍!: BCCI କୁ ଖୋଲା ଚ୍ୟାଲେଞ୍ଜ ଦେଲା BCB

January 5, 2026

ଆଜିଠାରୁ ରଣପୁର ମହୋତ୍ସବ

January 5, 2026
Latest News

ପୁଣି ଥରେ ଭାରତ ଉପରେ ଶୁଳ୍କ ଚେତାବନୀ ଦେଲେ ଟ୍ରମ୍ପ, ମୋଦୀଙ୍କ ବିଷୟରେ ଦେଲେ ବଡ ବୟାନ

January 5, 2026

ଚୀନକୁ ପଛରେ ପକାଇ ବିଶ୍ୱର ସର୍ବବୃହତ ଚାଉଳ ଉତ୍ପାଦନକାରୀ ଦେଶ ହେଲା ଭାରତ: କୃଷି ମନ୍ତ୍ରୀ

January 5, 2026

ବାଂଲାଦେଶରେ IPL ବ୍ୟାନ୍!: BCCI କୁ ଖୋଲା ଚ୍ୟାଲେଞ୍ଜ ଦେଲା BCB

January 5, 2026

ବାଲୁଗାଁ: ସତସଙ୍ଗ ଶ୍ରୀମନ୍ଦିରରେ ନବମ ବାର୍ଷିକ ଉଦବୋଧନ ସ୍ମୃତି ମହୋତ୍ସବ

January 5, 2026

୨୫ ଟି ଫସଲର ୧୮୪ ଟି ଉନ୍ନତ କିସମକୁ ଉନ୍ମୋଚନ କଲେ କୃଷିମନ୍ତ୍ରୀ

January 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.