Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିନ 1ଟା ସୁଦ୍ଧା 34 ପ୍ରତିଶତ ମତଦାନ: ପୁଲିଂ ବୁଥ୍‌ରେ କର୍ମଚାରୀ ମୃତ
ଆଜିର ଖବର

ଦିନ 1ଟା ସୁଦ୍ଧା 34 ପ୍ରତିଶତ ମତଦାନ: ପୁଲିଂ ବୁଥ୍‌ରେ କର୍ମଚାରୀ ମୃତ

April 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
34 PERCENT POOLING TILL 1 O CLOCK
34 PERCENT POOLING TILL 1 O CLOCK

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ଜାରି ରହିଚି । ପ୍ରବଳ ଖରା ସତ୍ୱେ ଲୋକମାନେ ନିଜର ମତ ସାବ୍ୟସ୍ତ କରୁଛନ୍ତି । ତେବେ ଅପରାହ୍ନ ଗୋଟାଏ ସୁଦ୍ଧା 6ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ 34 ପ୍ରତିଶତ ମତଦାନ ହୋଇଛି । ଏ ନେଇ ମୁଖ୍ୟ ନିର୍ବାଚନ ସୂଚନା ଦେଇଛନ୍ତି । ଆଜି ଦେଶର 117ଟି ଲୋକସଭା ଆସନରେ ତୃତୀୟ ପର‌୍ୟ୍ୟାୟ ମତଦାନ ଜାରୀ ରହିଛି । ଓଡିଶାର 6ଟି ଲୋକସଭା ଆସନ ଯଥା ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଭୁବନେଶ୍ୱର, କଟକ, ଓ ପୁରୀ ସମେତ ଦେଶର 13ଟି ରାଜ୍ୟରେ ମତଦାନ ସକାଳ 7ଟାରୁ ଆରମ୍ଭ ହୋଇ ଯାଇଛି ।  ଭୁବନେଶ୍ୱରରେ 20%, ପୁରୀରେ 33%, କଟକରେ 33% ମତଦାନ, ଢେଙ୍କାନାଳ 33%, କେନ୍ଦୁଝର 35% ଓ ସମ୍ବଲପୁରରେ 30% ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଏହି ସମୟରେ ପୁଲିଂ ବୁଥ୍‌ରେ ଜଣେ ବୁ୍ଥ୍‌ କର୍ମଚାରୀଙ୍କ ଦେହାନ୍ତର ଖବର ସାମ୍ନାକୁ ଆସିଛି । କାମାକ୍ଷାନଗର ବୁଥ୍‌ରେ ନବକିଶୋର ନାୟକ ନାମକ ଜଣେ ପୁଲିଂ କର୍ମଚାରୀଙ୍କ ଦେହାନ୍ତ ହୋଇଛି । ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

KYC ସମୟସୀମା ଶେଷ: ଆଜିଠୁ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ମିଳିବ ନାହିଁ କି?, ଜାଣନ୍ତୁ

September 1, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ବିଷ ଓଗାଳିଲା ପାକିସ୍ତାନ: କଡ଼ା ଜବାବ ଦେଲା ଭାରତ

September 1, 2026

ଅଫଗାନିସ୍ତାନ ଟି-୨୦ ସିରିଜ୍ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରସ୍ତୁତ: ଜସପ୍ରୀତ ବୁମରାଙ୍କୁ ମିଳିପାରେ ବିଶ୍ରାମ

September 1, 2026

ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ବିଭୋର ହେଲେ ଜାପାନୀ ମହିଳା

September 1, 2026
Latest News

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

KYC ସମୟସୀମା ଶେଷ: ଆଜିଠୁ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ମିଳିବ ନାହିଁ କି?, ଜାଣନ୍ତୁ

September 1, 2026

ଭାରତୀୟ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ହେବ ଦ୍ୱିଗୁଣିତ: ଆହୁରି ଏସ-୪୦୦ ଯୋଗାଇବ ରୁଷ

September 1, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ବିଷ ଓଗାଳିଲା ପାକିସ୍ତାନ: କଡ଼ା ଜବାବ ଦେଲା ଭାରତ

September 1, 2026

‘କିଛି ଲୋକ ହତାଶାର ଅନ୍ଧକାରରେ ବୁଡ଼ି ରହିଛନ୍ତି’: GDP ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ ଟାର୍ଗେଟ

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.