ଭୁବନେଶ୍ବର: ଗତକାଲି ରାଜ୍ୟରେ ୩ ହଜାର ୩୨୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩ ହଜାର ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୫୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୭୯୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୨୯୮ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୮୨
ବାଲେଶ୍ଵର ଜିଲ୍ଲାରୁ- ୭୬
ବରଗଡ ଜିଲ୍ଲାରୁ- ୩୬
ଭଦ୍ରକ ଜିଲ୍ଲାରୁ- ୭୭
ବଲାଙ୍ଗୀରି ଜିଲ୍ଲାରୁ- ୭୬
ବୌଦ୍ଧ ଜିଲ୍ଲାରୁ- ୧୬
କଟକ ଜିଲ୍ଲାରୁ – ୩୨୫
ଦେବଗଡ ଜିଲ୍ଲାରୁ- ୬୯
ଢେଙ୍କାନାଳ ଜିଲ୍ଲାରୁ- ୭୧
ଗଜପତି ଜିଲ୍ଲାରୁ- ୬୩
ଗଞ୍ଜାମ ଜିଲ୍ଲାରୁ- ୪୬
ଜଗତସିଂହପୁର ଜିଲ୍ଲାରୁ- ୭୪
ଯାଜପୁର ଜିଲ୍ଲାରୁ- ୧୪୯
ଝାରସୁଗୁଡା ଜିଲ୍ଲାରୁ- ୬୯
କଳାହାଣ୍ଡି ଜିଲ୍ଲାରୁ- ୭୭
କନ୍ଧମାଳ ଜିଲ୍ଲାରୁ- ୭୭
କେନ୍ଦ୍ରାପଡା ଜିଲ୍ଲାରୁ- ୪୯
କେନ୍ଦୁଝର ଜିଲ୍ଲାରୁ- ୩୯
ଖୋର୍ଦ୍ଧା ଜିଲ୍ଲାରୁ- ୬୫୨
କୋରାପୁଟ ଜିଲ୍ଲାରୁ- ୪୪
ମାଲକାନଗିରି ଜିଲ୍ଲାରୁ- ୩୦
ମୟୂରଭଞ୍ଜ ଜିଲ୍ଲାରୁ- ୧୦୯
ନବରଙ୍ଗପୁର ଜିଲ୍ଲାରୁ- ୮୪
ନୟାଗଡ ଜିଲ୍ଲାରୁ- ୧୧୦
ନୂଆପଡା ଜିଲ୍ଲାରୁ- ୧୦୬
ପୁରୀ ଜିଲ୍ଲାରୁ- ୪୨
ରାୟଗଡା ଜିଲ୍ଲାରୁ- ୪୦
ସମ୍ବଲପୁର ଜିଲ୍ଲାରୁ- ୭୫
ସୋନପୁର ଜିଲ୍ଲାରୁ- ୩୫
ସୁନ୍ଦରଗଡ ଜିଲ୍ଲାରୁ- ୨୧୬
ଷ୍ଟେଟ ପୁଲରୁ- ୧୨୫
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୨ ହଜାର ୩୨୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧ ହଜାର ୫୪୬ ଏବଂ ବର୍ତ୍ତମାନ ୪୨ ହଜାର ୯୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।