ରାଜ୍ୟରେ ଆଜି ଚିହ୍ନଟ ହେଲେ ୩ ହଜାର କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

Published: Feb 1, 2022, 11:00 am IST

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୩ ହଜାର ୩୨୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୩ ହଜାର ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୫୪ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୭୯୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧ ହଜାର ୨୯୮  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୮୨

ବାଲେଶ୍ଵର ଜିଲ୍ଲାରୁ- ୭୬

ବରଗଡ ଜିଲ୍ଲାରୁ- ୩୬

ଭଦ୍ରକ ଜିଲ୍ଲାରୁ- ୭୭

ବଲାଙ୍ଗୀରି ଜିଲ୍ଲାରୁ- ୭୬

ବୌଦ୍ଧ ଜିଲ୍ଲାରୁ- ୧୬

କଟକ ଜିଲ୍ଲାରୁ – ୩୨୫

ଦେବଗଡ ଜିଲ୍ଲାରୁ- ୬୯

ଢେଙ୍କାନାଳ ଜିଲ୍ଲାରୁ- ୭୧

ଗଜପତି ଜିଲ୍ଲାରୁ- ୬୩

ଗଞ୍ଜାମ ଜିଲ୍ଲାରୁ- ୪୬

ଜଗତସିଂହପୁର ଜିଲ୍ଲାରୁ- ୭୪

ଯାଜପୁର ଜିଲ୍ଲାରୁ- ୧୪୯

ଝାରସୁଗୁଡା ଜିଲ୍ଲାରୁ- ୬୯

କଳାହାଣ୍ଡି ଜିଲ୍ଲାରୁ- ୭୭

କନ୍ଧମାଳ ଜିଲ୍ଲାରୁ- ୭୭

କେନ୍ଦ୍ରାପଡା ଜିଲ୍ଲାରୁ- ୪୯

କେନ୍ଦୁଝର ଜିଲ୍ଲାରୁ- ୩୯

ଖୋର୍ଦ୍ଧା ଜିଲ୍ଲାରୁ- ୬୫୨

କୋରାପୁଟ ଜିଲ୍ଲାରୁ- ୪୪

ମାଲକାନଗିରି ଜିଲ୍ଲାରୁ- ୩୦

ମୟୂରଭଞ୍ଜ ଜିଲ୍ଲାରୁ- ୧୦୯

ନବରଙ୍ଗପୁର ଜିଲ୍ଲାରୁ- ୮୪

ନୟାଗଡ ଜିଲ୍ଲାରୁ- ୧୧୦

ନୂଆପଡା ଜିଲ୍ଲାରୁ- ୧୦୬

ପୁରୀ ଜିଲ୍ଲାରୁ- ୪୨

ରାୟଗଡା ଜିଲ୍ଲାରୁ- ୪୦

ସମ୍ବଲପୁର ଜିଲ୍ଲାରୁ- ୭୫

ସୋନପୁର ଜିଲ୍ଲାରୁ- ୩୫

ସୁନ୍ଦରଗଡ ଜିଲ୍ଲାରୁ- ୨୧୬

ଷ୍ଟେଟ ପୁଲରୁ- ୧୨୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୨ ହଜାର ୩୨୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧ ହଜାର ୫୪୬ ଏବଂ ବର୍ତ୍ତମାନ ୪୨ ହଜାର ୯୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts