ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୫୦୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୭୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୯୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୧୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୭୯
ବାଲେଶ୍ଵର ଜିଲ୍ଲାରୁ- ୫୪
ବରଗଡ ଜିଲ୍ଲାରୁ- ୧୭
ଭଦ୍ରକ ଜିଲ୍ଲାରୁ- ୨୨
ବଲାଙ୍ଗୀରି ଜିଲ୍ଲାରୁ- ୩୧
ବୌଦ୍ଧ ଜିଲ୍ଲାରୁ- ୨୯
କଟକ ଜିଲ୍ଲାରୁ– ୧୦୪
ଦେବଗଡ ଜିଲ୍ଲାରୁ- ୪୬
ଢେଙ୍କାନାଳ ଜିଲ୍ଲାରୁ- ୪୯
ଗଜପତି ଜିଲ୍ଲାରୁ- ୪୩
ଗଞ୍ଜାମ ଜିଲ୍ଲାରୁ- ୧୦
ଜଗତସିଂହପୁର ଜିଲ୍ଲାରୁ- ୪୮
ଯାଜପୁର ଜିଲ୍ଲାରୁ- ୫୩
ଝାରସୁଗୁଡା ଜିଲ୍ଲାରୁ- ୨୯
କଳାହାଣ୍ଡି ଜିଲ୍ଲାରୁ- ୪୯
କନ୍ଧମାଳ ଜିଲ୍ଲାରୁ- ୩୧
କେନ୍ଦ୍ରାପଡା ଜିଲ୍ଲାରୁ- ୪୬
କେନ୍ଦୁଝର ଜିଲ୍ଲାରୁ- ୫୨
ଖୋର୍ଦ୍ଧା ଜିଲ୍ଲାରୁ- ୨୫୭
କୋରାପୁଟ ଜିଲ୍ଲାରୁ- ୧୧୮
ମାଲକାନଗିରି ଜିଲ୍ଲାରୁ- ୩
ମୟୂରଭଞ୍ଜ ଜିଲ୍ଲାରୁ- ୫୩
ନବରଙ୍ଗପୁର ଜିଲ୍ଲାରୁ- ୨୬
ନୟାଗଡ ଜିଲ୍ଲାରୁ- ୪୫
ନୂଆପଡା ଜିଲ୍ଲାରୁ- ୩୯
ପୁରୀ ଜିଲ୍ଲାରୁ- ୪୦
ରାୟଗଡା ଜିଲ୍ଲାରୁ- ୩୪
ସମ୍ବଲପୁର ଜିଲ୍ଲାରୁ- ୫୬
ସୋନପୁର ଜିଲ୍ଲାରୁ- ୫୪
ସୁନ୍ଦରଗଡ ଜିଲ୍ଲାରୁ- ୧୪୭
ଷ୍ଟେଟ ପୁଲରୁ- ୪୮
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୫୨୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୨୬ ଏବଂ ବର୍ତ୍ତମାନ ୧୭ ହଜାର ୬୪୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।