Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଗତକାଲି ଅପେକ୍ଷା ଆଜି କରୋନା ଆକ୍ରାନ୍ତ ସଂଖ୍ୟାରେ ସାମାନ୍ୟ ବୃଦ୍ଧି, ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବ ଆଜି ୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବରଗଡ ଜିଲ୍ଲାରୁ- ୩

ବଲାଙ୍ଗୀରି ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୫

ଦେବଗଡ ଜିଲ୍ଲାରୁ- ୩

ଗଞ୍ଜାମ ଜିଲ୍ଲାରୁ- ୨

ଜଗତସିଂହପୁର ଜିଲ୍ଲାରୁ- ୨

ଝାରସୁଗୁଡା ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୬

କନ୍ଧମାଳ ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୧୩

ମୟୂରଭଞ୍ଜ ଜିଲ୍ଲାରୁ- ୨

ନୟାଗଡ ଜିଲ୍ଲାରୁ- ୨

ନୂଆପଡା ଜିଲ୍ଲାରୁ- ୫

ପୁରୀ ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୧୫

ସୁନ୍ଦରଗଡ ଜିଲ୍ଲାରୁ- ୧୨

ଷ୍ଟେଟ ପୁଲରୁ- ୩

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୩୫ ହଜାର ୩୧୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୪୪୦ ଏବଂ ବର୍ତ୍ତମାନ ୬୨୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଗତକାଲି ଅପେକ୍ଷା ଆଜି ସାମାନ୍ୟ ବୃଦ୍ଧି ହେଲା ସଂକ୍ରମଣ, ୪୭ ହଜାର ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଗତକାଲି ୩ ହଜାର ୯୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୪ ହଜାର ୫୭୫ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିଭଳି ଗତକାଲି ୧୦୮ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୪୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୯ ଲକ୍ଷ ୭୫ ହଜାର ୮୮୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧୫ ହଜାର ୩୫୫ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟାରେ ୭ ହଜାର ୪୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୧୩ ହଜାର ୫୬୬ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪୬ ହଜାରକୁ ୯୬୨ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି କରୋନା ଆକ୍ରାନ୍ତରେ ସାମାନ୍ୟ ବୃଦ୍ଧି, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୫୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୯୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୦୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୪୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୮୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୪୪

ବାଲେଶ୍ଵର ଜିଲ୍ଲାରୁ- ୨୨

ବରଗଡ ଜିଲ୍ଲାରୁ- ୧୩

ଭଦ୍ରକ ଜିଲ୍ଲାରୁ- ୧୬

ବଲାଙ୍ଗୀରି ଜିଲ୍ଲାରୁ- ୨

ବୌଦ୍ଧ ଜିଲ୍ଲାରୁ- ୨୩

କଟକ ଜିଲ୍ଲାରୁ– ୫୨

ଦେବଗଡ ଜିଲ୍ଲାରୁ- ୧୭

ଢେଙ୍କାନାଳ ଜିଲ୍ଲାରୁ- ୧୫

ଗଜପତି ଜିଲ୍ଲାରୁ- ୩୮

ଗଞ୍ଜାମ ଜିଲ୍ଲାରୁ- ୨୬

ଜଗତସିଂହପୁର ଜିଲ୍ଲାରୁ- ୫୦

ଯାଜପୁର ଜିଲ୍ଲାରୁ- ୪୭

ଝାରସୁଗୁଡା ଜିଲ୍ଲାରୁ- ୨୪

କଳାହାଣ୍ଡି ଜିଲ୍ଲାରୁ- ୧୦

କନ୍ଧମାଳ ଜିଲ୍ଲାରୁ- ୫

କେନ୍ଦ୍ରାପଡା ଜିଲ୍ଲାରୁ- ୩୪

କେନ୍ଦୁଝର ଜିଲ୍ଲାରୁ- ୨୦

ଖୋର୍ଦ୍ଧା ଜିଲ୍ଲାରୁ- ୧୫୯

କୋରାପୁଟ ଜିଲ୍ଲାରୁ- ୪୬

ମାଲକାନଗିରି ଜିଲ୍ଲାରୁ- ୬

ମୟୂରଭଞ୍ଜ ଜିଲ୍ଲାରୁ- ୩୧

ନବରଙ୍ଗପୁର ଜିଲ୍ଲାରୁ- ୬

ନୟାଗଡ ଜିଲ୍ଲାରୁ- ୨୧

ନୂଆପଡା ଜିଲ୍ଲାରୁ- ୮

ପୁରୀ ଜିଲ୍ଲାରୁ- ୧୩

ରାୟଗଡା ଜିଲ୍ଲାରୁ- ୧୮

ସମ୍ବଲପୁର ଜିଲ୍ଲାରୁ- ୨୯

ସୋନପୁର ଜିଲ୍ଲାରୁ- ୧୮

ସୁନ୍ଦରଗଡ ଜିଲ୍ଲାରୁ- ୮୮

ଷ୍ଟେଟ ପୁଲରୁ- ୨୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୪୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୭୯୬ ଏବଂ ବର୍ତ୍ତମାନ ୧୦ ହଜାର ୨୭୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରେ ସାମାନ୍ୟ ବୃଦ୍ଧି ପାଇଲା ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧ ହଜାର ୫୦୩ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧ ହଜାର ୭୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୯୯୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୧୫  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୭୯

ବାଲେଶ୍ଵର ଜିଲ୍ଲାରୁ- ୫୪

ବରଗଡ ଜିଲ୍ଲାରୁ- ୧୭

ଭଦ୍ରକ ଜିଲ୍ଲାରୁ- ୨୨

ବଲାଙ୍ଗୀରି ଜିଲ୍ଲାରୁ- ୩୧

ବୌଦ୍ଧ ଜିଲ୍ଲାରୁ- ୨୯

କଟକ ଜିଲ୍ଲାରୁ– ୧୦୪

ଦେବଗଡ ଜିଲ୍ଲାରୁ- ୪୬

ଢେଙ୍କାନାଳ ଜିଲ୍ଲାରୁ- ୪୯

ଗଜପତି ଜିଲ୍ଲାରୁ- ୪୩

ଗଞ୍ଜାମ ଜିଲ୍ଲାରୁ- ୧୦

ଜଗତସିଂହପୁର ଜିଲ୍ଲାରୁ- ୪୮

ଯାଜପୁର ଜିଲ୍ଲାରୁ- ୫୩

ଝାରସୁଗୁଡା ଜିଲ୍ଲାରୁ- ୨୯

କଳାହାଣ୍ଡି ଜିଲ୍ଲାରୁ- ୪୯

କନ୍ଧମାଳ ଜିଲ୍ଲାରୁ- ୩୧

କେନ୍ଦ୍ରାପଡା ଜିଲ୍ଲାରୁ- ୪୬

କେନ୍ଦୁଝର ଜିଲ୍ଲାରୁ- ୫୨

ଖୋର୍ଦ୍ଧା ଜିଲ୍ଲାରୁ- ୨୫୭

କୋରାପୁଟ ଜିଲ୍ଲାରୁ- ୧୧୮

ମାଲକାନଗିରି ଜିଲ୍ଲାରୁ- ୩

ମୟୂରଭଞ୍ଜ ଜିଲ୍ଲାରୁ- ୫୩

ନବରଙ୍ଗପୁର ଜିଲ୍ଲାରୁ- ୨୬

ନୟାଗଡ ଜିଲ୍ଲାରୁ- ୪୫

ନୂଆପଡା ଜିଲ୍ଲାରୁ- ୩୯

ପୁରୀ ଜିଲ୍ଲାରୁ- ୪୦

ରାୟଗଡା ଜିଲ୍ଲାରୁ- ୩୪

ସମ୍ବଲପୁର ଜିଲ୍ଲାରୁ- ୫୬

ସୋନପୁର ଜିଲ୍ଲାରୁ- ୫୪

ସୁନ୍ଦରଗଡ ଜିଲ୍ଲାରୁ- ୧୪୭

ଷ୍ଟେଟ ପୁଲରୁ- ୪୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୫୨୩ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୨୬ ଏବଂ ବର୍ତ୍ତମାନ ୧୭ ହଜାର ୬୪୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।